ଲକ୍ଷ୍ନୌ: ଯୋଗୀ ସରକାରଙ୍କୁ ବଦନାମ କରିବା ପାଇଁ ଷଡଯନ୍ତ୍ର କରୁଛି ଇସଲାମିକ ସୁରକ୍ଷା ଏଜେନ୍ସି । ହାଥରସ ଘଟଣାକୁ ଆଧାର କରି ଏକ ଇସଲାମିକ ସୁରକ୍ଷା ଏଜେନ୍ସି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କୁ ବଦନାମ କରିବା ପାଇଁ ଷଡଯନ୍ତ୍ର କରୁଛି।
ସରକାରୀ ସୂତ୍ରରୁ ପ୍ରକାଶ ଯେ, ଏଜେନ୍ସି ଏକ Justiceforhathrasvictim.carrd.co ୱେବସାଇଟ୍ ଖୋଲିଛି । ଯାହା କିପରି ସୁରକ୍ଷିତ ରୂପେ ବିରୋଧ ପ୍ରଦର୍ଶନ ଏବଂ ପୋଲିସ ମାଡରୁ ବର୍ତ୍ତିବେ ସେନେଇ ସୂଚନା ଯୋଗାଉଥିଲା ।