ଓଡିଶା

odisha

ETV Bharat / bharat

‘ସରକାର ତାଙ୍କର ଦାୟିତ୍ବ ସଠିକ ରୂପେ ତୁଲାଇ ନାହାଁନ୍ତି’

ଇସ୍ତଫା ଦେବାର 6 ମାସ ବିତିଗଲା ପରେ ମଧ୍ୟ ସେ ଋଣରେ ବୁଡି ରହିଛନ୍ତି । ଏନେଇ ସେ ସରକାରଙ୍କୁ ଦାୟୀ କରିଛନ୍ତି । ମନମୋହନ ସରକାର ତାଙ୍କର ଦାୟିତ୍ବ ସଠିକ ରୂପେ ତୁଲେଇନଥିବା କହିଛନ୍ତି ଉର୍ଜିତ ।

By

Published : Jul 5, 2019, 3:19 PM IST

ଫାଇଲ ଫଟୋ


ନୂଆଦିଲ୍ଲୀ: ପୂର୍ବତନ ପ୍ରଧାମନ୍ତ୍ରୀ ମନମୋହନ ସିଂଙ୍କୁ ଆରବିଆଇ ପୂର୍ବତନ ଗଭର୍ଣ୍ଣର ଉର୍ଜିତ ପଟେଲଙ୍କ ସମାଲୋଚନା । ମନମୋହନ ଦାୟିତ୍ବରେ ଥିବା ସମୟରେ ତାଙ୍କର କର୍ତ୍ତବ୍ୟ ସଠିକ ରୂପେ ତୁଲାଇ ନାହାଁନ୍ତି ବୋଲି କହିଛନ୍ତି ଉର୍ଜିତ।

ସୂଚନା ଅନୁସାରେ, କିଛି ଦିନ ତଳେ ଉର୍ଜିତ ପଟେଲ ତାଙ୍କ ପଦରୁ ଇସ୍ତଫା ଦେଇଥିଲେ । ହେଲେ ଇସ୍ତଫା ଦେବାର 6 ମାସ ବିତିଗଲା ପରେ ମଧ୍ୟ ସେ ଋଣରେ ବୁଡି ରହିଛନ୍ତି । ଏଥିପାଇଁ ସେ ସରକାରଙ୍କୁ ଦାୟୀ କରିଛନ୍ତି ।

ସରକାର ତାଙ୍କର ଦାୟିତ୍ବ ସଠିକ ରୂପେ ତୁଲାଇନଥିବା କହିଛନ୍ତି ଉର୍ଜିତ । ସେଥି ପାଇଁ ତାଙ୍କୁ ଅଧିକ ଋଣର ସାମନା କରିବା ପାଇଁ ପଡିଛି ବୋଲି ସେ କହିଛନ୍ତି ।

For All Latest Updates

ABOUT THE AUTHOR

...view details