ଓଡିଶା

odisha

ETV Bharat / bharat

ପୂର୍ବ ଦିଲ୍ଲୀ ଲୋକସଭା ଆସନରୁ ଜିତିଲେ ଗମ୍ଭୀର

କ୍ରିକେଟରୁ ରାଜନୀତିକୁ ଆସିଥିବା ଗୌତମ ଗମ୍ଭୀର ଚଳିତ ଥର ବିଜେପି ଟିକେଟରୁ ପୂର୍ବ ଦିଲ୍ଲୀରୁ ଲୋକସଭା ଆସନରୁ ଲଢି ବିଜୟ ଲାଭ କରିଛନ୍ତି ।

By

Published : May 23, 2019, 6:01 PM IST

ଡିଜାଇନ ଫଟୋ

ନୂଆଦିଲ୍ଲୀ: ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ବିଜେପି ପକ୍ଷରୁ ପୂର୍ବ ଦିଲ୍ଲୀ ଲୋକସଭା ଆସନରେ ବିଜୟ ଲାଭ କରିଛନ୍ତି ।

କ୍ରିକେଟରୁ ରାଜନୀତିକୁ ଆସିଥିବା ଗୌତମ ଗମ୍ଭୀର ଚଳିତ ଥର ବିଜେପି ଟିକେଟରୁ ପୂର୍ବ ଦିଲ୍ଲୀରୁ ଲୋକସଭା ଆସନରୁ ଲଢି ବିଜୟ ଲାଭ କରିଛନ୍ତି । ଏହି ଆସନରେ ସେ କଂଗ୍ରେସ ଲୋକସଭା ପ୍ରାର୍ଥୀ ଅରବିନ୍ଦର ସିଂ ଲଭଲି ଓ ଆପ୍‌ ଲୋକସଭା ପ୍ରାର୍ଥୀ ଆତିଶୀ ମାର୍ଲିନାଙ୍କୁ ବିଶାଳ ବ୍ୟବଧାନରେ ପରାଜିତ କରିଛନ୍ତି ।

For All Latest Updates

ABOUT THE AUTHOR

...view details