ଓଡିଶା

odisha

ETV Bharat / bharat

ବର୍ଜ୍ୟବସ୍ତୁ ପରିଚାଳନାରେ ତିରୁପତି ଅନ୍ୟମାନଙ୍କ ପାଇଁ ଉଦାହରଣ - Garbage compressor stations

ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ଆନ୍ଧ୍ର ପ୍ରଦେଶର ତିରୁପତି ସହରରେ ସ୍ଥାପିତ ହୋଇଛି ଆବର୍ଜନା କମ୍ପ୍ରେସନ ଷ୍ଟେସନ । ଆଗକୁ ଆହୁରି କମ୍ପ୍ରେସର ଷ୍ଟେସନ ପ୍ରତିଷ୍ଠା କରାଯିବ ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି।

ବର୍ଜ୍ୟବସ୍ତୁ ପରିଚାଳନାରେ ତିରୁପତି ଅନ୍ୟମାନଙ୍କ ପାଇଁ ଉଦାହରଣ

By

Published : Nov 23, 2019, 2:07 PM IST

ଅମରାବତୀ: ବର୍ଜ୍ୟବସ୍ତୁ ପରିଚାଳନା ଦେଶରେ ଅନେକ ସହର ପାଇଁ ଚ୍ୟାଲେଞ୍ଜ ହୋଇଥିବା ବେଳେ ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛି ତିରୁପତି ସହର । ସ୍ବଚ୍ଛତା ସର୍ବେକ୍ଷଣରେ ସାରା ଦେଶରେ ଟପ୍ 10ରେ ରହିଛି ତିରୁପତି। ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ପ୍ରତିଷ୍ଠା କରାଯାଇଛି ଆବର୍ଜନା କମ୍ପ୍ରେସର ଷ୍ଟେସନ ।

ବର୍ଜ୍ୟବସ୍ତୁ ପରିଚାଳନାରେ ତିରୁପତି ଅନ୍ୟମାନଙ୍କ ପାଇଁ ଉଦାହରଣ

ଏଠାରେ ସହରର ଗଳିକନ୍ଦିରୁ ଆବର୍ଜନା ସଂଗ୍ରହ କରାଯାଇ କମ୍ପ୍ରେସର ଷ୍ଟେସନକୁ ଅଣାଯାଉଛି । ସେଠାରେ ସମସ୍ତ ଆବର୍ଜନାର ପରିଚାଳନା କରାଯାଉଛି। ଏହି ଷ୍ଟେସନ ଦ୍ବାରା ସହରରେ ଆବର୍ଜନା ମାତ୍ରା କମିବା ସହ ପ୍ରଦୂଷଣକୁ ରୋକା ଯାଇପାରୁଛି ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି। ଆଗକୁ ଆହୁରି କମ୍ପ୍ରେସର ଷ୍ଟେସନ ସ୍ଥାପିତ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।

ABOUT THE AUTHOR

...view details