ଲକ୍ଷ୍ନୌ: ବସକୁ ପଛରୁ ଧକ୍କା ଦେଲା କ୍ୟାଣ୍ଟର । ଘଟଣାସ୍ଥଳରେ ଚାରି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଠ ଜଣ ଗୁରୁତର ଆହତ ହୋଇଛନ୍ତି । ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତ ବ୍ୟକ୍ତିଙ୍କୁ ଚିହ୍ନଟ କରି ପୋଷ୍ଟମର୍ଟମ ପାଇଁ ପଠାଇଛି ଏବଂ ଆହତ ମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ବସକୁ ପଛରୁ ଧକ୍କା ଦେଲା କ୍ୟାଣ୍ଟର; 4 ମୃତ, 8 ଗୁରୁତର
ବସକୁ ପଛରୁ ଧକ୍କା ଦେଲା କ୍ୟାଣ୍ଟର । ଘଟଣା ସ୍ଥଳରେ ଚାରି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଠ ଜଣ ଗୁରୁତର ଆହତ ହୋଇଛନ୍ତି । ତେବେ ବସଟି ବିହାରରୁ ଦିଲ୍ଲୀ ଅଭିମୁଖେ ଯାଉଥିଲା । ଅଧିକ ପଢନ୍ତୁ...
ବସକୁ ପଛରୁ ଧକ୍କା ଦେଲା କ୍ୟାଣ୍ଟର, ଘଟଣା ସ୍ଥଳରେ 4 ମୃତ, 8 ଗୁରୁତର
ସୂଚନାନୁସାରେ ଉତ୍ତରପ୍ରଦେଶର ମଥୁରା ଜିଲ୍ଲାର ଯମୁନା ଏକ୍ସପ୍ରେସୱେରେ ରାସ୍ତା କଡ଼ରେ ପାର୍କିଂ ହୋଇଥିବା ବସକୁ ଦୃତ ଗତିରେ ଆସୁଥିବା ଏକ କ୍ୟାଣ୍ଟର ପଛପଟୁ ଧକ୍କା ଦେଇଥିଲା । ଯେଉଁଥିରେ ବସରେ ଯାତ୍ରା କରୁଥିବା 4 ଜଣଙ୍କ ମୃତ୍ୟୁ ଘଟିଥିଲା ଏବଂ ଆଠ ଜଣ ଗୁରୁତର ଆହତ ହୋଇଛନ୍ତି । ତେବେ ଏହି ଘରୋଇ ବସ୍ ବିହାରରୁ ଦିଲ୍ଲୀ ଅଭିମୁଖେ ଯାଉଥିଲା। ଏହି ବସରେ 65 ଜଣ ଯାତ୍ରୀ ଯାତ୍ରା କରୁଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
TAGGED:
Yamuna exsperway accident