ଓଡିଶା

odisha

ETV Bharat / bharat

‘ପ୍ରଥମେ ଭୋଟ ଦେବୁ, ପରେ ବେଦୀକୁ ଯିବୁ’ - groom'

ବିବାହ କରିବାକୁ ଯାଉଥିବା ଏକ ନବ ଦମ୍ପତି ସେମାନଙ୍କର ମୌଳିକ କର୍ତ୍ତବ୍ୟ ପ୍ରଥମେ ପ୍ରାଧାନ୍ୟ ଦେଇ ଭୋଟ୍ ଦେଇ ଗଣତନ୍ତ୍ରର ଏହି ମହାନ ପର୍ବରେ ନିଜକୁ ସାମିଲ କରିଛନ୍ତି ।

ଫଟୋ ସୌଜନ୍ଯ:ଇଟିଭି ଭାରତ

By

Published : May 6, 2019, 11:55 AM IST

ରାଞ୍ଚି: ଆଜିର ସଚେତନ ସମାଜରେ ମତଦାନ ପ୍ରତିଶତ କମୁଥିବା ବେଳେ ସୋମବାର ଝାଡଖଣ୍ଡର ରାଞ୍ଚିରେ ହେଉଥିବା ପଞ୍ଚମ ପର୍ଯ୍ୟାୟ ମତଦାନରେ ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି ।

ଭିଡିଓ ସୌଜନ୍ଯ:ଇଟିଭି ଭାରତ

ବିବାହ କରିବାକୁ ଯାଉଥିବା ଏକ ନବଦମ୍ପତି ସେମାନଙ୍କର ମୌଳିକ କର୍ତ୍ତବ୍ୟକୁ ପ୍ରଥମେ ପ୍ରାଧାନ୍ୟ ଦେଇଛନ୍ତି । ସେମାନେ ନିଜର ବିବାହକୁ ପଛରେ ପକାଇ ପ୍ରଥମେ ଭୋଟ୍ ଦେଇ ଗଣତନ୍ତ୍ରର ଏହି ମହାନ ପର୍ବରେ ନିଜକୁ ସାମିଲ କରିଛନ୍ତି ।

ABOUT THE AUTHOR

...view details