ଓଡିଶା

odisha

ETV Bharat / bharat

ସୁରଟ ଟେକ୍ସଟାଇଲ ମାର୍କେଟରେ ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲା 250 କୋଟିର ସମ୍ପତ୍ତି

ଗୁଜୁରାଟର ସୁରଟସ୍ଥିତ ରଘୁବୀର ଟେକ୍ସଟାଇଲ ମାର୍କେଟରେ ଭୟଙ୍କର ଅଗ୍ନିକାଣ୍ଡ । ଭୟଙ୍କର ନିଆଁ ଲାଗି 250 କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିବାର ସୂଚନା । ଅଧିକ ପଢନ୍ତୁ...

By

Published : Jan 21, 2020, 7:44 AM IST

Updated : Jan 21, 2020, 1:00 PM IST

fire breaks
ଟେକ୍ସଟାଇଲ ମାର୍କେଟରେ ଭୟଙ୍କର ଅଗ୍ନିକାଣ୍ଡ

ସୁରଟ: ଗୁଜୁରାଟ ସୁରଟ ସ୍ଥିତ ରଘୁବୀର ଟେକ୍ସଟାଇଲ ମାର୍କେଟରେ ଭୀଷଣ ଅଗ୍ନିକାଣ୍ଡ । ଭୟଙ୍କର ନିଆଁ ଲାଗି 250 କୋଟି ଟଙ୍କା କ୍ଷୟକ୍ଷତି ହୋଇଥିବାବେଳେ ପ୍ରାୟ 15 କୋଟିର ଡ୍ରେସ ମାଟେରିଆଲ ଜଳିପୋଡି ନଷ୍ଟ ହୋଇଯାଇଛି । ନିଆଁ ଲାଗିଥିବାର କାରଣ ଏ ଯାଏଁ ଅସ୍ପଷ୍ଟ ।

ଟେକ୍ସଟାଇଲ ମାର୍କେଟରେ ଭୟଙ୍କର ଅଗ୍ନିକାଣ୍ଡ

ଅଗ୍ନିକାଣ୍ଡରେ 10 ମହଲା ବିଶିଷ୍ଟ ଏକ ଲୁଗା ଦୋକାନରେ ନିଆଁ ଲାଗିଥିଲା। ତେବେ କିଛି ପୂର୍ବରୁ 9 ମହଲା କୋଠାରେ ନିଆଁ ଲାଗିଥିଲା । ଆଜି ନିଆଁ ଲିଭା କାର୍ଯ୍ୟରେ 50 ଦମକଳବାହିନୀ ନିୟୋଜିତ ହୋଇଥିଲା ।

Last Updated : Jan 21, 2020, 1:00 PM IST

ABOUT THE AUTHOR

...view details