ମୁମ୍ବାଇ: ବାନ୍ଦ୍ରା ଏମଟିଏନଏଲ ( ମହାନଗର ଟେଲିଫୋନ ନିଗମ) ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ । ଏହା ଲେଭଲ 4ର ଅଗ୍ନିକାଣ୍ଡ । ତେବେ ଉକ୍ତ ବିଲ୍ଡିଂରେ 100ରୁ ଉର୍ଦ୍ଧ୍ବ ଲୋକ ଫଶି ରହିଛନ୍ତି ।
ବାନ୍ଦ୍ରା ଏମଟିଏନଏଲ ବିଲ୍ଡିଂରେ ଅଗ୍ନିକାଣ୍ଡ, ଫଶି ରହିଛନ୍ତି 100 ଲୋକ - 100 trapped
ବାନ୍ଦ୍ରା ଏମଟିଏନଏଲ ( ମହାନଗର ଟେଲିଫୋନ ନିଗମ) ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ । ନିଆଁକୁ ଆୟତ କରିବା ପାଇଁ ଘଟଣାସ୍ଥଳରେ 14ଟି ଅଗ୍ନିଶମ ବିଭାଗ ପହିଞ୍ଚିଛନ୍ତି ।
ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ
ନିଆଁକୁ ଆୟତ କରିବା ପାଇଁ ଘଟଣାସ୍ଥଳରେ 14ଟି ଅଗ୍ନିଶମ ବିଭାଗ ପହିଞ୍ଚିଛନ୍ତି । ବର୍ତ୍ତମାନ ପରିସ୍ଥିତିରେ 20 ରୁ 25 ଲୋକଙ୍କୁ ଯୁଦ୍ଧାକାଳୀନ ପରିସ୍ଥିରେ ଉଦ୍ଧାର କରାଯାଇଛି । ତେବେ କେଉଁ କାରଣରୁ ନିଆଁ ଲାଗିଛି ସେ ବିଷୟରେ କୌଣସି ଖବର ମିଳିନାହିଁ ।