ଭୋପାଳ: ଦିଗବିଜୟ ସିଂଙ୍କ ନାମରେ ମାମଲା ରୁଜୁ । ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କୁ ନେଇ ଏକ ଗୁଜବ ଭିଡିଓ ସୋସିଆଲ ମିଡିଆରେ ସେୟାର କରିବା ଅଭିଯୋଗରେ ସୋମବାର ଭୋପାଳ କ୍ରାଇମବ୍ରାଞ୍ଚ କଂଗ୍ରେସ ନେତା ଦିଗବିଜୟ ସିଂଙ୍କ ନାମରେ ଏକ ମାମଲା ରୁଜୁ କରିଛନ୍ତି ।
ଶିବରାଜ ଚୌହାନଙ୍କ ଫେକ ଭିଡିଓ ପୋଷ୍ଟ କରି ଫସିଲେ ଦିଗବିଜୟ ସିଂ - ଦିଗବିଜୟ ସିଂ
ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କୁ ନେଇ ଏକ ଗୁଜବ ଭିଡିଓ ସୋସିଆଲ ମିଡିଆରେ ସେୟାର କରିବା ଅଭିଯୋଗରେ ସୋମବାର ଭୋପାଳ କ୍ରାଇମବ୍ରାଞ୍ଚ କଂଗ୍ରେସ ନେତା ଦିଗବିଜୟ ସିଂଙ୍କ ନାମରେ ଏକ ମାମଲା ରୁଜୁ କରିଛନ୍ତି ।

ଦିଗବିଜୟ ସିଂଙ୍କ ନାମରେ ମାମଲା ରୁଜୁ
ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ବିଜେପି ଅଭିଯୋଗ କରିବା ପରେ ଆଇନର ଏକାଧିକ ବିଭାଗ ଅଧୀନରେ ଏହି ମାମଲା ରୁଜୁ ହୋଇଛି ।
ପ୍ରକାଶ ଥାଉକି, ଆଗାମୀ ରାଜ୍ୟସଭା ନିର୍ବାଚନ ପାଇଁ ଦିଗବିଜୟ ସିଂ କଂଗ୍ରେସର ପ୍ରାର୍ଥୀ ଭାବେ ଚୟନ ହୋଇଛନ୍ତି।