ଓଡିଶା

odisha

ETV Bharat / bharat

ପୁଲୱାମାରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ

ରମଜାନ ମାସ ସରିବାର ଦିନକ ପରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ । ପୁଲୱାମା ଲାସିପୋରାରେ ଚାଲିଛି ଉଭୟପଟୁ ଗୁଳିବିନିମୟ ।

By

Published : Jun 6, 2019, 7:16 PM IST

ପ୍ରତିକାତ୍ମକ ଫଟୋ

ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଚାଲିଛି ଗୁଳିବିନିମୟ । ପୁଲୱାମା ଲାସିପୋରାରେ ମୁହାଁମୁହିଁ ହୋଇଛନ୍ତି ସୁରକ୍ଷାକର୍ମୀ-ଆତଙ୍କବାଦୀ ।

କିଛି ଦିନ ପୂର୍ବରୁ ସୋପିଆନରେ ଏନକାଉଣ୍ଟରରେ 2 ଆତଙ୍କୀ ନିପାତ ହୋଇଥିଲେ ।

For All Latest Updates

ABOUT THE AUTHOR

...view details