ଓଡିଶା

odisha

ETV Bharat / bharat

ହସ୍ପିଟାଲରୁ ଲୁଚିପଳାଉଥିବା କୋରୋନା ରୋଗୀ ଗିରଫ - coronavirus

ହସ୍ପିଟାଲରୁ ଲୁଚିପଳାଉଥିବା କୋରୋନା ରୋଗୀ ଗିରଫ । ତଗଲିଗୀ ଧର୍ମ ସଭାରେ ଥିଲେ ସାମିଲ । ଅଧିକ ପଢନ୍ତୁ...

escaped corona patient arrested by up police
ପ୍ରତିକାତ୍ମକ ଫଟୋ

By

Published : Apr 7, 2020, 7:51 PM IST

ଲକ୍ଷ୍ନୌ: କୋରୋନା ଆକ୍ରାନ୍ତଙ୍କୁ ଗିରଫ କଲା ଉତ୍ତରପ୍ରେଦଶ ପୋଲିସ । ହସ୍ପିଟାଲରେ ଚିକିତ୍ସା ଚାଲିଥିଲା ବେଳେ ଖସିପଳାଇବାକୁ ଚେଷ୍ଟା କରିଥିଲେ ଏହି ବ୍ୟକ୍ତି । କିନ୍ତୁ ଲୁଚି ପଳାଇବା ମାରିଲା ଫେଲ । ଶେଷରେ ପୋଲିସ ହାତରେ ଧରାପଡିଲେ ।

ଉତ୍ତରପ୍ରଦେଶ ବାଗପତ ଅଞ୍ଚଳର ସଫିଦ ମିଆଁ ନାମକ ଏହି ବ୍ୟକ୍ତି ଦିଲ୍ଲୀ ତବଲିଗୀ ଜମାତରେ ଯୋଗ ଦେଇଥିଲେ । ଏହାପରେ ସେ କୋରୋନା ଆକ୍ରାନ୍ତ ବୋଲି ଧରାପଡିବା ପରେ ଚିକିତ୍ସିତ ହେଉଥିଲେ । କିନ୍ତୁ ସେ ଆଜି ନିୟମ ଉଲ୍ଲଂଘନ କରି ହସ୍ପିଟାଲରୁ ଖସିଯିବାକୁ ଉଦ୍ୟମ କରିଥିଲେ ।

ଏହାପରେ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଗିରଫ କରିଥିବା ସୂଚନା ଦେଲେ ଇନ୍ସପେପ୍ଟର ପ୍ରବୀନ କୁମାର ।

ABOUT THE AUTHOR

...view details