ହାଇଦ୍ରାବାଦ: ଦେଶ ସ୍ବାଧିନତାର ସାତ ଦଶନ୍ଧି ପରେ ମଧ୍ୟ ଅନେକ ସ୍ଥାନକୁ ଆଜି ମଧ୍ୟ ନାହିଁ ସଡକ । ଏମିତି ଅନେକ ଅସୁବିଧା ଅପହଞ୍ଚ ହୋଇ ରହିଛି ଦେଶରେ । ସେମିତି ଏକ ଘଟଣା ଘଟିଛି ତେଲେଙ୍ଗାନା ରାଜ୍ୟରେ । ଆଦିବାସୀ ଅପହଞ୍ଚ ଅଞ୍ଚଳକୁ ପହଁଚି ପାରିନି ରାସ୍ତା ।
ପ୍ରଧାନମନ୍ତ୍ରୀଙ୍କ ‘ଆତ୍ମନିର୍ଭର’ଭାରତ ମାଧ୍ୟମରେ ଏହି ଅଞ୍ଚଳବାସୀ ଖୋଦ ନିଜେ ହିଁ ନିର୍ମାଣ କରିଛନ୍ତି ରାସ୍ତା । କୌଣସି ଆଧୁନିକ ଯନ୍ତ୍ରପାତିର ବିନା ବ୍ୟବହାରରେ ଏମାନେ ନିର୍ମାଣ କରିଛନ୍ତି ରାସ୍ତା ।