ଶ୍ରୀନଗର: ମୃଦୁ ଭୂକମ୍ପରେ ଥରିଲା ଜମ୍ମୁ କଶ୍ମୀର । ରିକ୍ଟର ସ୍କେଲରେ ତୀବ୍ରତା 3.5 ରେକର୍ଡ । ଭୂକମ୍ପର କେନ୍ଦ୍ରସ୍ଥଳ ଉତ୍ତର ପଶ୍ଚିମର 45 କିଲୋମିଟର ଦୂରରେ ସୃଷ୍ଟି ହୋଇଛି । ଏନେଇ ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ପକ୍ଷରୁ ସୂଚନା ମିଳିଛି ।
ଭୂକମ୍ପରେ ଥରିଲା ଜମ୍ମୁ କାଶ୍ମୀର, ତୀବ୍ରତା 3.5 ରେକର୍ଡ - earthquake-in Jammu Kashmir
ଭୂକମ୍ପରେ ଥରିଲା ଜମ୍ମୁ କଶ୍ମୀର । ରିକ୍ଟର ସ୍କେଲରେ ତୀବ୍ରତା 3.5 ରେକର୍ଡ । ଅଧିକ ଖବର ପଢନ୍ତୁ...
ଭୂକମ୍ପରେ ଥରିଲା ଜମ୍ମୁ କାଶ୍ମୀର, ତୀବ୍ରତା 3.5 ରେକର୍ଡ
ସୂଚନା ଅନୁସାରେ, ଭୂକମ୍ପଦ ଜାମ୍ମୁ କାଶ୍ମୀରରେ ସକାଳ 6.54 ରେ ଅନୁଭୂତ ହୋଇଥିଲା । ବର୍ତ୍ତମାନ ସୁଦ୍ଧା ଭୂକମ୍ପରେ କ୍ଷୟକ୍ଷତିର କୌଣସି ସୂଚନା ମିଳିନାହିଁ ।