ଚେନ୍ନାଇ: ତାମିଲନାଡୁ ବିଧାନସଭାରେ ହଙ୍ଗାମା। ବିଧାନସଭାରେ ମୁଖ୍ୟ ବିରୋଧି ଦଳ ଡିଏମକକେ ବିଧାୟକଙ୍କ କକ୍ଷତ୍ୟାଗ। ତାମିଲନାଡୁ ରାଜ୍ୟପାଳ ବନୱାରିଲାଲ ପୁରୋହିତ ବିଧାନସଭାରେ ଅଭିଭାଷଣ ରଖୁଥିଲେ। ଏହାପରେ ବିରୋଧି ଡିଏମକେକୁ ପକ୍ଷ ରଖିବାକୁ ଦିଆଯାଇନଥିବା ଅଭିଯୋଗ ହୋଇଛି।
ତାମିଲନାଡୁ ବିଧାନସଭାରେ ସିଏଏ ହଙ୍ଗାମା: ଡିଏମକେ ବିଧାୟକଙ୍କ କକ୍ଷତ୍ୟାଗ - DMK MLAs have walked out
ତାମିଲନାଡୁ ବିଧାନସଭାରେ ରାଜ୍ୟପାଳ ବନୱାରିଲାଲ ପୁରୋହିତଙ୍କ ବିରୋଧରେ ଅଭିଯୋଗ ଆଣି ମୁ୍ଖ୍ୟ ବିରୋଧି ଦଳ ଡିଏମକେ ବିଧାୟକଙ୍କ କକ୍ଷତ୍ୟାଗ। ଅଧିକ ପଢନ୍ତୁ...
ଡିଏମକେ ବିଧାୟକଙ୍କ କକ୍ଷତ୍ୟାଗ
ଡିଏମକେ ସଭାପତି ଏମ.କେ ଷ୍ଟାଲିନ ନାଗରିକତ୍ବ ସଂଶୋଧନ ଆଇନ ପ୍ରସଙ୍ଗ ଉଠାଇବାକୁ ଚାହୁଁଥିଲେ। ମାତ୍ର ରାଜ୍ୟପାଳ ଷ୍ଟାଲିନଙ୍କୁ କହିବାକୁ ସୁଯୋଗ ଦେଇନଥିବା ଡିଏମଏକେ ପକ୍ଷରୁ ଅଭିଯୋଗ କରାଯାଇଛି।