ନୂଆଦିଲ୍ଲୀ: ଲୋହା ମଣ୍ଡି ଅଞ୍ଚଳରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରାଯାଇଛି । ମୋବାଇଲ ଚୋରିକୁ ନେଇ 4 ଜଣ ତାଙ୍କୁ ହତ୍ୟା କରିଥିବା ସୂଚନା ମିଳିଛି । ଏନେଇ ଦିଲ୍ଲୀ ପୋଲିସ ପକ୍ଷରୁ କୁହାଯାଇଛି । ମୃତକ ଜଣଙ୍କ ନାମ ରାହୁଲ ବୋଲି ଜଣାପଡିଛି ।
ମୋବାଇଲ ଚୋରିକୁ ନେଇ ଯୁବକଙ୍କୁ ପିଟିପିଟି ହତ୍ୟା
ଲୋହା ମଣ୍ଡି ଅଞ୍ଚଳରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରାଯାଇଛି । ମୋବାଇଲ ଚୋରିକୁ ନେଇ 4 ଜଣ ତାଙ୍କୁ ହତ୍ୟା କରିଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ...
ମୋବାଇଲ ଚୋରିକୁ ନେଇ ଯୁବକଙ୍କୁ ପିଟିପିଟି ହତ୍ୟା
ଅଭିଯୁକ୍ତଙ୍କ ନାମରେ ଏକାଧିକ ମାମଲା ରୁଜୁ କରାଯାଇଛି । ବିଭିନ୍ନ ଦିଗରୁ ହତ୍ଯାକାଣ୍ଡର ତଦନ୍ତ କରାଯାଉଛି ବୋଲି ପୋଲିସ ପ୍ରକାଶ କରିଛି ।
@ANI