ନୂଆଦିଲ୍ଲୀ: ଦିଲ୍ଲୀର ସମସ୍ତ ମେଟ୍ରୋ ଷ୍ଟେସନରେ ଉପଲବ୍ଧ ପାର୍କିଂ ସୁବିଧାକୁ ଆସନ୍ତା 26 ତାରିଖ ଯାଏଁ ବନ୍ଦ ରଖାଯାଇଛି । ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଏହି ସୁବିଧାକୁ ପ୍ରତ୍ୟାହାର କରାଯାଇଛି । ଏନେଇ ଦିଲ୍ଲୀ ମେଟ୍ରୋ ପକ୍ଷରୁ ସୂଚନା ଦିଆଯାଇଛି ।
ଦିଲ୍ଲୀ ମେଟ୍ରୋରେ ସାଧାରଣତନ୍ତ୍ର ଦିବସ ପର୍ଯ୍ୟନ୍ତ ପାର୍କିଂ ମନା
ଦିଲ୍ଲୀର ସମସ୍ତ ମେଟ୍ରୋ ଷ୍ଟେସନରେ ଉପଲବ୍ଧ ପାର୍କିଂ ସୁବିଧାକୁ ଆସନ୍ତା 26 ତାରିଖ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି ।
ଦିଲ୍ଲୀ ମେଟ୍ରୋରେ ସାଧାରଣତନ୍ତ୍ର ଦିବସ ପର୍ଯ୍ୟନ୍ତ ପାର୍କିଙ୍ଗ ମନା
ଆଜି ସକାଳ 6ଟାରୁ ଏହି ବନ୍ଦ ଆରମ୍ଭ କରାଯାଇଥିବାବେଳେ ଏହି ବନ୍ଦ ଆସନ୍ତା 26 ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ । ସୁରକ୍ଷା ଦୃଷ୍ଟିକୋଣରୁ ଏହି ପଦକ୍ଷେପ ନିଆଯାଇଥିବା ମେଟ୍ରୋ ପକ୍ଷରୁ କୁହାଯାଇଛି ।
TAGGED:
ଦିଲ୍ଲୀ ମେଟ୍ରୋ