ନୂଆଦିଲ୍ଲୀ: କିଛିଦିନ ଧରି ଦିଲ୍ଲୀ ବାୟୁ ପ୍ରଦୂଷଣ ମୁଣ୍ଡବ୍ୟଥାର କାରଣ ପାଲଟିଥିବା ବେଳେ ଆଜି ସାମାନ୍ୟ ଆଶ୍ବସ୍ତି ମିଳିଛି। ରବିବାର ସକାଳ ସୁଦ୍ଧା ଦିଲ୍ଲୀ ଲୋଧି ରୋଡରେ ଏୟାର କ୍ବାଲିଟି ଇଣ୍ଡେକ୍ସ 212 ରହିଥିବା ବେଳେ ଇଣ୍ଡିଆ ଗେଟ୍ ଅଞ୍ଚଳରେ 253 ରହିଛି।
ୱିକେଣ୍ଡରେ ଦିଲ୍ଲୀର ବାୟୁ ଗୁଣବତ୍ତା 253
ରବିବାର ସକାଳ ସୁଦ୍ଧା ଦିଲ୍ଲୀ ଲୋଧି ରୋଡରେ ଏୟାର କ୍ବାଲିଟି ଇଣ୍ଡେକ୍ସ 212 ରହିଥିବା ବେଳେ ଇଣ୍ଡିଆ ଗେଟ୍ ଅଞ୍ଚଳରେ 253 ରହିଛି।
ୱିକେଣ୍ଡରେ ଦିଲ୍ଲୀ ବାୟୁ ଗୁଣବତ୍ତା 253
ଏୟାର କ୍ବାଲିଟି ଇଣ୍ଡେକ୍ସ 0-50 ମଧ୍ୟରେ ରହିଲେ ଏହାକୁ ବାୟୁର ଗୁଣବତ୍ତା ଭଲ ବୋଲି କୁହାଯାଏ । 51ରୁ 100 ମଧ୍ୟରେ ରହିଲେ ଉତ୍ତମ । 101 ରୁ 200 ମଧ୍ୟରେ ରହିଲେ ମଧ୍ୟମ, 201ରୁ 300 ରହିଲେ ନିମ୍ନମାନର ଏବଂ 301ରୁ 400 ଅତି ନିମ୍ନସ୍ତର ବୋଲି ବିବେଚନା କରାଯାଏ । 401ରୁ 500 ରହିଲେ ଏହାକୁ ଅତି ବିପଦଜନକ ବା ବାୟୁର ଗୁଣବତ୍ତା ସାଙ୍ଘାତିକ ସ୍ତରରେ ଅଛି ବୋଲି କୁହାଯାଏ।