ନୂଆଦିଲ୍ଲୀ: ଆସନ୍ତା 14 ରେ 21 ଦିନର ଲକ ଡାଉନ ଅବଧି ଶେଷ ହେବ । ଏହାପରେ ଦେଶରେ ବନ୍ଦ ଥିବା ଶିକ୍ଷାନୁଷ୍ଠାନ ଖୋଲିବା ନେଇ ସୂଚନା ଦେଲେ କେନ୍ଦ୍ରମାନବ ସମ୍ବଳ ମନ୍ତ୍ରୀ ରମେଶ ପୋଖରିୟାରଲ ।
ଲକ ଡାଉନ ପରେ ଶିକ୍ଷାନୁଷ୍ଠାନ ଖୋଲିବା ନେଇ ନିଷ୍ପତି
ଲକ ଡାଉନ ପରେ ଖୋଲିପାରେ ଶିକ୍ଷାନୁଷ୍ଠାନ। ଏନେଇ ସୂଚନା ଦେଲେ ମାନବ ସମ୍ବଳ ମନ୍ତ୍ରୀ। ଅଧିକ ପଢନ୍ତୁ...
ପ୍ରତିକାତ୍ମକ ଫଟୋ
ଉଭୟ ଛାତ୍ରଛାତ୍ରୀ ଏବଂ ଶିକ୍ଷକଙ୍କ ସୁରକ୍ଷାକୁ ନିଶ୍ଚୟ ସରକାର ଗୁରୁତ୍ବ ଦେବେ। ଶିକ୍ଷାନୁଷ୍ଠାନ ଅଧିକ ଦିନ ପର୍ଯ୍ୟନ୍ତ ବନ୍ଦ ରହିବା ଦ୍ବାରା ଯେପରି ପିଲାଙ୍କର ପାଠପଢାରେ କୌଣସି କ୍ଷତି ନହୁଏ ସେନେଇ ମଧ୍ୟ ଧ୍ୟାନ ରଖାଯିବ । ପୂର୍ବରୁ ବନ୍ଦ ଥିବା ପରୀକ୍ଷା ଆଦି ଉପରେ ମଧ୍ୟ ସମୀକ୍ଷା କରାଯିବ ।