ହାଇଦ୍ରାବାଦ: ଦେଶରେ କୋରୋନା ସଂକ୍ରମଣ ରିପୋର୍ଟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏପରିସ୍ଥଳେ ଗୁରୁବାର ତେଲେଙ୍ଗାନାରେ କୋରୋନା ଭାଇରସରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ରାଜ୍ୟରେ ମୋଟ ମୃତ୍ୟୁ ରିପୋର୍ଟ 25ରେ ପହଞ୍ଚିଛି ।
ସ୍ବାସ୍ଥ୍ୟମନ୍ତ୍ରୀ ଏଟଲା ରାଜେନ୍ଦର କହିଛନ୍ତି ଯେ, 27 ଟି ନୂତନ କୋଭିଡ -19 ସକରାତ୍ମକ ମାମଲା ରିପୋର୍ଟ ହୋଇଛି ଯାହା ରାଜ୍ୟର ମୋଟ ସଂକ୍ରମିତ ସଂଖ୍ୟା 970ରେ ପହଞ୍ଚାଇଛି ।