ଓଡିଶା

odisha

ETV Bharat / bharat

ଦେଶରେ ସୁସ୍ଥହାର 73.64% କୁ ବୃଦ୍ଧି, ଦିନକରେ ସର୍ବାଧିକ 60 ହଜାରରୁ ଉର୍ଦ୍ଧ୍ବ ସୁସ୍ଥ

ଭାରତରେ ସୁସ୍ଥହାର 73.64 ପ୍ରତିଶତକୁ ବୃଦ୍ଧି ପାଇଥିବା ବେଳେ ଗତ ୨୪ ଘଣ୍ଟାରେ ଭାରତ 60 ହଜାରରୁ ଅଧିକ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଯାହାକି ଗୋଟିଏ ଦିନରେ କୋରୋନାରୁ ସର୍ବାଧିକ ସୁସ୍ଥ ଥିଲା । ଅଧିକ ପଢନ୍ତୁ...

ଦେଶରେ ସୁସ୍ଥହାର 73.64% କୁ ବୃଦ୍ଧି, ଦିନକରେ ସର୍ବାଧିକ 60 ହଜାରରୁ ଉର୍ଦ୍ଧ୍ବ ସୁସ୍ଥ
ଦେଶରେ ସୁସ୍ଥହାର 73.64% କୁ ବୃଦ୍ଧି, ଦିନକରେ ସର୍ବାଧିକ 60 ହଜାରରୁ ଉର୍ଦ୍ଧ୍ବ ସୁସ୍ଥ

By

Published : Aug 20, 2020, 11:46 AM IST

ନୂଆଦିଲ୍ଲୀ: ସମଗ୍ର ଦେଶରେ କୋରୋନା ସଂକ୍ରମଣ ମଧ୍ୟରେ ଆସିଛି ଆଶ୍ଵସ୍ତିକର ଖବର। ଯେଉଁ ହାରରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି, ସେହି ଅନୁପାତରେ ସୁସ୍ଥ ହାର ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଏହି କ୍ରମରେ ଭାରତରେ ସୁସ୍ଥହାର 73.64 ପ୍ରତିଶତକୁ ବୃଦ୍ଧି ପାଇଥିବା ବେଳେ ଗତ ୨୪ ଘଣ୍ଟାରେ ଭାରତ 60 ହଜାରରୁ ଅଧିକ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଯାହାକି ଗୋଟିଏ ଦିନରେ କୋରୋନାରୁ ସର୍ବାଧିକ ସୁସ୍ଥ ଥିଲା ।

ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ 20 ଲକ୍ଷ 37 ହଜାର 870 ଲୋକ ସୁସ୍ଥ ହୋଇଛନ୍ତି। ଏହି ଘଟଣାରେ ମୃତ୍ୟୁହାରର ମଧ୍ୟ ହ୍ରାସ ଜାରି ରହି 1.91 ପ୍ରତିଶତରେ ପହଞ୍ଚିଛି।

ABOUT THE AUTHOR

...view details