ଦେଶରେ ଥମୁନାହିଁ କରୋନାର ଆତଙ୍କ । ବଢିଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । କୋରୋନା ଯୋଗୁଁ ଗତ 24 ଘଣ୍ଟା ମଧ୍ୟରେ ଦେଶରେ 148 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 6088ଟି ନୂଆ ମାମଲା ସାମ୍ନାକୁ ଆସିଛି । ଏହାକୁ ମିଶାଇ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା 118447ରେ ପହଞ୍ଚିଛି । ସେହିପରି କୋରୋନାରେ ବର୍ତ୍ତମାନସୁଦ୍ଧା ମୋଟ 3583 ଜଣଙ୍କର ମୃତ୍ୟୁ ହୋଇସାରିଲାଣି ।
କୋରୋନା ଆତଙ୍କ: ଗତ 24 ଘଣ୍ଟାରେ 6088 ନୂଆ ମାମଲା, 148 ମୃତ - undefined
କୋରୋନା ଅପଡେଟ
09:09 May 22
କୋରୋନା ଆତଙ୍କ: ଗତ 24 ଘଣ୍ଟାରେ 6088 ନୂଆ ମାମଲା, 148 ମୃତ
TAGGED:
covid 19 positive