ଓଡିଶା

odisha

ETV Bharat / bharat

ଲିଭ-ଇନରେ ରହୁଥିଲେ ମହିଳା ମାଗିପାରିବେ ଭରଣପୋଷଣ - wife

ସ୍ତ୍ରୀ ଭଳି ପ୍ରେମିକା ଆପଣଙ୍କୁ ମଧ୍ୟ ଭରଣପୋଷଣ ମାଗିପାରିବେ । ବର୍ଷ ବର୍ଷ ଧରି ଏକାଠି ରହୁଥିବା ପ୍ରେମୀଙ୍କ କ୍ଷେତ୍ରରେ କାର୍ଯ୍ୟକାରୀ ହେବ ଏହି ଆଇନ ।

ଫାଇଲ ଫଟୋ

By

Published : Jun 16, 2019, 2:41 PM IST


ନୂଆଦିଲ୍ଲୀ : ବର୍ଷ ବର୍ଷ ଧରି ଏକାଠି ରହୁଥିବା ପ୍ରେମୀଙ୍କ ପାଇଁ ନୂଆ ଆଇନ । ଯଦି ଏମାନେ ଏକାଠି ସ୍ବାମୀ- ସ୍ତ୍ରୀ ଭଳି ରୁହନ୍ତି ତେବେ ସେମାନଙ୍କୁ ଦମ୍ପତି ବୋଲି ମନାଯିବ । ଏହାସହ ସ୍ତ୍ରୀ ଭଳି ପ୍ରେମିକା ଆପଣଙ୍କୁ ମଧ୍ୟ ଭରଣପୋଷଣ ମାଗିପାରିବ ।

ହାଇକୋର୍ଟ କହିବା ଅନୁସାରେ,ଟ୍ରାଏଲ କୋର୍ଟର ନିଷ୍ପତ୍ତିରେ କୌଣସି ତ୍ରୁଟି ନାହିଁ । ହେଲେ ଯାଚିକାକର୍ତ୍ତାଙ୍କୁ ତଳ କୋର୍ଟ ପକ୍ଷରୁ ଶୁଣାଯାଇଛି କି, ମାସକୁ ପ୍ରେମିକାଙ୍କୁ 5 ହଜାର ଟଙ୍କା ଲେଖାଏଁ ଦେବେ ପ୍ରେମିକ । ଯଦି ଦୁହେଁ 20 ବର୍ଷରୁ ଏକାଠି ରହିବା ପରେ କିଛି ସମସ୍ଯା ହେଲେ ଦୁହେଁ ଅଲଗା ହେବା ପରେ ପୁରୁଷ ବନ୍ଧୁ ଜଣକ ପ୍ରେମିକାଙ୍କୁ ଦେବେ ଭରଣପୋଷଣ ଟଙ୍କା ।

ଅନ୍ୟପଟେ ଏହି ଯାଚିକାକୁ ଖାରଜ କରିଛନ୍ତି ହାଇକୋର୍ଟ । ଏହି ମାମଲାରେ ହାଇକୋର୍ଟ କୌଣସି ରାୟ ଦେବ ନାହିଁ ବୋଲି ସୂଚନା ଦେଇଛି ।

For All Latest Updates

ABOUT THE AUTHOR

...view details