ଓଡିଶା

odisha

ETV Bharat / bharat

କୋରୋନା ଲକଡାଉନ: ନିୟମ ଭାଙ୍ଗି 1991 ଗିରଫ

ଉତ୍ତରାଖଣ୍ଡରେ କୋରୋନା ଭାଇରସ୍ ଲକଡାଉନ୍ ସମୟରେ ଉଲ୍ଲଂଘନ ଅଭିଯୋଗରେ 1991 ଲୋକଙ୍କୁ ଗିରଫ କରାଯାଇଛି । ଏହାସହ 362ଟି ମାମଲା ରୁଜୁ କରାଯାଇଛି। ଅଧିକ ପଢନ୍ତୁ...

By

Published : Mar 30, 2020, 5:24 PM IST

କୋରୋନା ଲକଡାଉନ: ନିୟମ ଭାଙ୍ଗି 1991 ଗିରଫ
କୋରୋନା ଲକଡାଉନ: ନିୟମ ଭାଙ୍ଗି 1991 ଗିରଫ

ନୂଆଦିଲ୍ଲୀ: କୋରୋନା ଭୟାବହତାକୁ ଦୃଷ୍ଟିରେ ରଖି 21 ଦିନ ପାଇଁ ସାରା ଭାରତକୁ କରାଯାଇଛି ଲକଡାଉନ୍ । ଏନେଇ ବିଭିନ୍ନ ନିୟମ ଓ କଟକଣା ମଧ୍ୟ ଜାରି କରାଯାଇଛି। ଆଉ ନିୟମକୁ ଉଲ୍ଲଂଘନ କରି କିଛି ଲୋକ ହଟହଟା ହୋଇଛନ୍ତି ।

ତେବେ ଉତ୍ତରାଖଣ୍ଡରେ କୋରୋନା ଭାଇରସ୍ ଲକଡାଉନ୍ ସମୟରେ ଉଲ୍ଲଂଘନ ଅଭିଯୋଗରେ 1991 ଲୋକଙ୍କୁ ଗିରଫ କରାଯାଇଛି । ଏହାସହ 362ଟି ମାମଲା ଦାୟର କରାଯାଇଛି।

ସେପଟେ ମୋଟରଯାନ ଆଇନ ଉଲ୍ଲଂଘନ ନେଇ 1963ଟି ଗାଡିକୁ ଜବତ କରିଛି ପୋଲିସ ।

ସୌଜନ୍ୟ@ANI

ABOUT THE AUTHOR

...view details