ମୁମ୍ବାଇ: ଲକଡାଉନ କାରଣରୁ ରାଜ୍ୟରେ ଟ୍ରେନ ଚଳାଚଳ ବନ୍ଦ ରହିଛି । ଫଳରେ କେବଳ ପଶ୍ଚିମ ରେଳବାଇକୁ 178 କୋଟିର କ୍ଷତି ସହିବାକୁ ପଡିଛି ।
ଲକଡାଉନ ପ୍ରଭାବ, ପଶ୍ଚିମ ରେଳବାଇକୁ 178କୋଟିର କ୍ଷତି - lockdown
ଲକଡାଉନ କାରଣରୁ ରାଜ୍ୟରେ ଟ୍ରେନ ଚଳାଚଳ ବନ୍ଦ ରହିଛି । ଫଳରେ କେବଳ ପଶ୍ଚିମ ରେଳବାଇକୁ 178 କୋଟିର କ୍ଷତି ସହିବାକୁ ପଡିଛି ।
ପଶ୍ଚିମ ରେଳର 180 କୋଟିର କ୍ଷତି
ଗତ ମାର୍ଚ୍ଚ 22 ପୂର୍ବରୁ 78.50 କୋଟି କ୍ଷତି ହୋଇଥିବା ବେଳେ ମାର୍ଚ୍ଚ 23ରୁ 29 ମଧ୍ୟରେ 100.03 କୋଟିର କ୍ଷତି ହୋଇଥିଲା କେବଳ ମୁମ୍ବାଇ ଡିଭିଜନରେ 9 ଲକ୍ଷ ଯାତ୍ରୀ ଟିକେଟ ରଦ୍ଦ କରିଛନ୍ତି ଓ ରେଳ ବିଭାଗ 62.11 କୋଟି ରିଫଣ୍ଡ କରିଛି । ପ୍ରକାଶଥାଉକି, ଲକଡାଉନ କାରଣରୁ ମାର୍ଚ୍ଚ 23ରୁ ସମସ୍ତ ଯାତ୍ରୀବାହି ଟ୍ରେନ ରଦ୍ଦ ହୋଇଛି ।
@PTI