ଗାନ୍ଧୀନଗର: ଦେଶରେ ଦ୍ରୁତ ଗତିରେ ବଢି ଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏହାକୁ ଦୃଷ୍ଟିରେ ରଖି ଲୋକମାନଙ୍କୁ କ୍ବାରେଣ୍ଟାଇନରେ ରଖାଯାଉଛି । କିନ୍ତୁ ଗୁଜୁରାଟର ବନାସକାଣ୍ଠା ଅଞ୍ଚଳରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି ।
ଜୀବନ ନେଲା କ୍ବାରେଣ୍ଟାଇନ
ବନାସକାଣ୍ଠାର ଜଣେ ବ୍ୟକ୍ତି ହୋମ କ୍ବାରେଣ୍ଟାଇନ ସମୟରେ ବେକରେ ଦଉଡି ଲଗାଇ ଆତ୍ମହତ୍ୟା କରିଛନ୍ତି ।
କ୍ବାରେଣ୍ଟିନ ନେଲା ଜୀବନ
ବନାସକାଣ୍ଠାର ଜଣେ ବ୍ୟକ୍ତି ହୋମ କ୍ବାରେଣ୍ଟାଇନ ସମୟରେ ବେକରେ ଦଉଡି ଲଗାଇ ଆତ୍ମହତ୍ୟା କରିଛନ୍ତି ।
ସୂଚନା ଅନୁଯାୟୀ, ଗତ 14 ଦିନ ହେବ ବ୍ୟକ୍ତି ଜଣଙ୍କ ହୋମ କ୍ବାରେଣ୍ଟାଇନରେ ଥିଲେ । କିନ୍ତୁ ଗତ ଶୁକ୍ରବାର ବ୍ୟକ୍ତି ଜଣଙ୍କ ଆତ୍ମହତ୍ୟା କରିଥିବା ଜଣାପଡିଛି ।