ଓଡିଶା

odisha

ETV Bharat / bharat

କୋରୋନା ଭୟ: ଗୋଆରେ ଲଞ୍ଚ ହେଲା ସେଲଫ ଆସେସମେଣ୍ଟ ଇଣ୍ଟର ଆକ୍ଟିଭ ଆପ୍‌ - goa

ଗୋଆରେ ସେଲଫ ଆସେସମେଣ୍ଟ ଇଣ୍ଟରଆକ୍ଟିଭ ଆପ୍‌ ଲଞ୍ଚ । ଏହା ସାହାଯ୍ୟରେ ଆପଣ ସୋସିଆଲ ଡିସଷ୍ଟାନ୍ସ ସହ ଲୋକଙ୍କ ସଂସ୍ପର୍ଶରେ ରହିପାରିବେ । ଅଧିକ ପଢନ୍ତୁ....

launched a self-assessment interactive app
ଗୋଆ ସ୍ବାସ୍ଥ୍ୟମନ୍ତ୍ରୀ ବିଶ୍ବଜିତ ରାଣେ

By

Published : Mar 21, 2020, 11:28 PM IST

ପାଣାଜୀ: ସାରା ବିଶ୍ବରେ କାୟା ମେଲାଇଥିବା କୋରୋନା ଏବେ ଭାରତର ବିଭିନ୍ନ ରାଜ୍ୟରେ ଦ୍ରୃତ ଗତିରେ ବ୍ୟାପୁଛି । ଏନେଇ ସବୁଠି ଲୋକଙ୍କୁ କରାଯାଉଛି ସଚେତନନ । ଘରୁ ବାହାରିବା ପାଇଁ ଲୋକଙ୍କୁ ବାରଣ କରାଯାଉଛି । ଫଳରେ ଗୋଆ ସ୍ବାସ୍ଥ୍ୟମନ୍ତ୍ରୀ ବିଶ୍ବଜିତ ରାଣେ ସେଲଫ ଆସେସମେଣ୍ଟ ଆପ୍‌ ଲଞ୍ଚ ହୋଇଥିବା ସୂଚନା ଦେଇଛନ୍ତି ।

ଯାହା ଦ୍ବାରା ଆପଣ ଅନ୍ୟମାନଙ୍କ ସହ କଥାବାର୍ତ୍ତା କରିପାରିବେ । ଭାରତ ପ୍ରଥମ ଯେଉଁଠି ସମସ୍ତ ପ୍ରକାର ସାବଧାନତା ଅବଲମ୍ବନ କରାଯାଇଛି । ଏକାଠି ଗୋଟିଏ ସ୍ଥାନରେ 5 ଜଣ ଏକାଠି ରହିବା ପାଇଁ କଟକଣା ଲଗାଯାଇଛି । ଗୋଆକୁ ଆସନ୍ତା 31 ପର୍ଯ୍ୟନ୍ତ କୌଣସି ପର୍ଯ୍ୟଟକ ନଆସନ୍ତୁ ବୋଲି ଆମେ ଚାହୁଁଛୁ ବୋଲି କହିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ।

@ANI

For All Latest Updates

ABOUT THE AUTHOR

...view details