ଓଡିଶା

odisha

ETV Bharat / bharat

କନେଷ୍ଟବଳଙ୍କୁ ହତ୍ୟା, ଗ୍ରାମବାସୀଙ୍କୁ ଲୁଟୁଥିବା ଅଭିଯୋଗ କଲେ ନକ୍ସଲ

ଛତିଶଗଡ ବିଜାପୁରରେ ଜଣେ କନେଷ୍ଟବଳକୁ ହତ୍ୟା କରିଛନ୍ତି ନକ୍ସଲ । ଅଧିକ ସୂଚନା ପାଇଁ ପଢନ୍ତୁ ...

naxal attack in Chhattisgarh
କନେଷ୍ଟବଲକୁ ହତ୍ୟା କଲେ ନକ୍ସଲ

By

Published : Apr 16, 2020, 12:15 PM IST

ରାୟପୁର: ଜଣେ ପୋଲିସ କନେଷ୍ଟବଳକୁ ହତ୍ୟା କରିଛନ୍ତି ନକ୍ସଲ। ଗୁରୁବାର ଛତିଶଗଡର ବିଜାପୁର ଜିଲ୍ଲାରେ ନକ୍ସଲମାନେ କନେଷ୍ଟବଳକୁ ହତ୍ୟା କରିଥିବା ପୋଲିସ କହିଛି ।

ଫରସଘେର ଥାନା ଅଞ୍ଚଳରେ ଲୁଚି ରହିଥିବା ନକ୍ସଲ ଏକ ତିକ୍ଷ୍ନ ହତିଆରରେ କନଷ୍ଟେବଲ କୁର୍ସୁମ ରମେଶଙ୍କୁ ହତ୍ୟା କରିଥିବା ଜଣାପଡିଛି ।

ନେସନାଲ ପାର୍କ ଏରିଆ କମିଟି ଏହି ହତ୍ୟାକାଣ୍ଡ ଘଟାଇଥିବା ସ୍ବୀକାର କରିଥିବା ବେଳେ କନେଷ୍ଟବଲ ଗ୍ରାମବାସୀଙ୍କୁ ଲୁଟୁଥିବାରୁ ତାଙ୍କୁ ହତ୍ୟା କରାଯାଇଥିବା ନକ୍ସଲମାନେ ଅଭିଯୋଗ ଆଣିଛନ୍ତି ।

ଇଟିଭି ଭାରତ ବ୍ୟୁରୋ

ABOUT THE AUTHOR

...view details