ନୂଆଦିଲ୍ଲୀ: ନିଜ ବିରୋଧରେ ଆସିଥିବା ଅଭିଯୋଗକୁ ଖଣ୍ଡନ କଲେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ । ଦେଶର ନ୍ୟାୟିକ ବ୍ୟବସ୍ଥା ପ୍ରତି ଏବେ ବଡ ବିପଦ ରହିଛି । ନ୍ୟାୟାଳୟର ସ୍ବାଧୀନତାକୁ ସୁରକ୍ଷା ଓ ସମ୍ମାନ ଦେବା ପାଇଁ ଗଣମାଧ୍ୟମକୁ ଅନୁରୋଧ କଲେ ମୁଖ୍ୟ ବିଚାରପତି ।
ନିଜ ବିରୋଧରେ ଆସିଥିବା ଅଭିଯୋଗକୁ ମୁଖ୍ୟ ବିଚାରପତିଙ୍କ ଖଣ୍ଡନ - restrain
ଦେଶର ନ୍ୟାୟିକ ବ୍ୟବସ୍ଥା ବିରୁଦ୍ଧରେ ଚାଲିଛି ଷଡଯନ୍ତ୍ର ! ସମ୍ମାନ ଦେବା ପାଇଁ ଗଣମାଧ୍ୟମକୁ ଅନୁରୋଧ କଲେ ମୁଖ୍ୟ ବିଚାରପତି ।
ଫଟୋ ସୌଜନ୍ୟ: ଏଏନଆଇ
ଚିଫ୍ ଜଷ୍ଟିସ କହିଛନ୍ତି ଯେ ଦେଶର ନ୍ୟାୟିକ ବ୍ୟବସ୍ଥା ବିରୋଧରେ ଏହା ଏକ ବିରାଟ ଷଡଯନ୍ତ୍ର । ଏହି ଆରୋପ ଆଣିଥିବା ମହିଳାଙ୍କ ପଛରେ ଏକ କିଛି ବିଶାଳ ଗୋଷ୍ଠୀ ରହିଥିବାର ସେ କହିଛନ୍ତି । ତେବେ ଏନେଇ ସୁପ୍ରିମକୋର୍ଟରେ ଏକ ଶୁଣାଣି ଚାଲିଛି ।