ବେଙ୍ଗାଲୁରୁ: ଅଙ୍ଗନୱାଡି ସେଣ୍ଟରରେ ପିଲାଙ୍କୁ ପଢାପ୍ରତି ଆକର୍ଷିତ କରିବା ପାଇଁ ଶିକ୍ଷା ଅଧିକାରୀ ଏକ ନିଆରା ପ୍ରୟାସ କରିଛନ୍ତି ।
ଯେଉଁ ଅଭିଭାବକ ମାନେ ସରକାରୀ ସ୍କୁଲକୁ ଅଣଦେଖା କରି ସେମାନଙ୍କ ପିଲାଙ୍କୁ ପ୍ରାଇଭେଟ ସ୍କୁଲ ପଠାଉଛନ୍ତି । ସେମାନଙ୍କ ସହ ସେମାନଙ୍କ ଶିଶୁକୁ ଆକର୍ଷିତ କରିବା ପାଇଁ କର୍ଣ୍ଣାଟକ ଚିକାବଲପୁର ଜିଲ୍ଲାର ସିଇଓ ପୌଜିଆ ତରୁନମ ଏକ ଅଭିନବ ପ୍ରୟାସ କରିଛନ୍ତି । ନରେଗା ଏବଂ ମହିଳା ଏବଂ ଶିଶୁ ବିକାଶ ଯୋଜନା ଅଧିନରେ ଶିଶୁଙ୍କୁ ଆକର୍ଷିତ କରିବା ପାଇଁ ଅଙ୍ଗନୱାଡି ବିଲ୍ଡିଂକୁ ଏକ ନୂଆ ରୂପ ଦେଇଛନ୍ତି ଶିକ୍ଷା ଅଧିକାରୀ ।