ଓଡିଶା

odisha

ETV Bharat / bharat

ଉନ୍ନାଓ ଦୁଷ୍କର୍ମ ଓ ଦୁର୍ଘଟଣା ମାମଲା: ସିବିଆଇ ହେପାଜତରେ ଅଭିଯୁକ୍ତ ଡ୍ରାଇଭର ଓ ହେଲପର

ଉନ୍ନାଓ ଦୁଷ୍କର୍ମ ଓ ଦୁର୍ଘଟଣା ଘଟଣାରେ ସିବିଆଇର ଏକ ସ୍ବତନ୍ତ୍ର କୋର୍ଟ ଡ୍ରାଇଭର ଓ ହେଲପରଙ୍କୁ 3 ଦିନିଆ ରିମାଣ୍ଡରେ ନେବାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି ।

ଫାଇଲ ଫଟୋ

By

Published : Aug 3, 2019, 2:54 PM IST


ଲକ୍ଷ୍ନୌ: ଉନ୍ନାଓ ଦୁଷ୍କର୍ମ ଓ ଦୁର୍ଘଟଣା ଘଟଣାରେ ଅଭିଯୁକ୍ତ ଡ୍ରାଇଭର ଓ ହେଲପରଙ୍କୁ ସିବିଆଇର ଏକ ସ୍ବତନ୍ତ୍ର କୋର୍ଟ 3 ଦିନିଆ ରିମାଣ୍ଡରେ ନେବାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ସିବିଆଇ ଏହି ତିନିଦିନ ମଧ୍ୟରେ ଉଭୟଙ୍କୁ ପଚରାଉଚରା କରିବ ।

ଗତ ଜୁଲାଇ 28 ତାରିଖରେ ଦୁଷ୍କର୍ମ ପୀଡିତା ଆସୁଥିବାବେଳେ ଟ୍ରକ ସେମାନଙ୍କ ଗାଡିକୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ପୀଡିତା ଓ ତାଙ୍କ ଓକିଲ ଗୁରୁତର ଆହତ ହୋଇଥିବାବେଳେ ପୀଡିତାଙ୍କ ଦୁଇ ଖୁଡି ମୃତ୍ୟୁବରଣ କରିଥିଲେ ।

ABOUT THE AUTHOR

...view details