ଓଡିଶା

odisha

ETV Bharat / bharat

ବିଜୟ ମୁକୁଟ ପିନ୍ଧିଲେ ସାଧ୍ବୀ ପ୍ରଜ୍ଞା ଠାକୁର

ଭୋପାଳରେ ବିଜୟବାନା ଉଡାଇଲେ ସାଧ୍ବୀ ପ୍ରଜ୍ଞା ଠାକୁର । ଦିଗବିଜୟ ସିଂହଙ୍କୁ ବିପୁଳ ଭୋଟରେ ହରାଇ ସେ ବିଜୟ ମୁକୁଟ ପିନ୍ଧିଛନ୍ତି ।

By

Published : May 23, 2019, 6:52 PM IST

Updated : May 23, 2019, 7:13 PM IST

ଫାଇଲ ଫଟୋ


ନୂଆଦିଲ୍ଲୀ: ଭୋପାଳରେ ବିଜୟବାନା ଉଡାଇଲେ ସାଧ୍ବୀ ପ୍ରଜ୍ଞା ଠାକୁର । ଦିଗବିଜୟ ସିଂହଙ୍କୁ ବିପୁଳ ଭୋଟରେ ହରାଇ ସେ ବିଜୟ ମୁକୁଟ ପିନ୍ଧିଛନ୍ତି । ଜିତିବା ପରେ ପ୍ରତିକ୍ରିୟା ରଖିଛନ୍ତି ସାଧ୍ବୀ । ସେ କହିଛନ୍ତି କି ''ଧର୍ମ ଓ ସତ୍ୟର ହୋଇଛି ବିଜୟ । ମୋ ଆଗରେ ହାର ମାନିଛି ଅଧର୍ମ ।''

ଏପଟେ ପରାଜୟ ପ୍ରାର୍ଥୀ ଦିଗବିଜୟ ଲେକମାନଙ୍କ ନିଷ୍ପତ୍ତିକୁ ସମର୍ଥନ ଦେବାସହ ପରାଜୟକୁ ସ୍ବୀକାର କରିଛନ୍ତି ।

Last Updated : May 23, 2019, 7:13 PM IST

For All Latest Updates

ABOUT THE AUTHOR

...view details