ଓଡିଶା

odisha

ETV Bharat / bharat

ଏନଏସସିଏନ କ୍ୟାମ୍ପ ଉପରେ ଆକ୍ରମଣ, 4 ଆତଙ୍କୀ ମୃତ

ଆସାମ ରାଇଫଲ ପକ୍ଷରୁ ଏନଏସସିଏନ କ୍ୟାମ୍ପ ଉପରେ ଆକ୍ରମଣ । 4 ଆତଙ୍କବାଦୀ ମୃତ, ଜଣେ ଯବାନ ଆହତ ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

By

Published : Jul 11, 2019, 11:26 PM IST


ଗୌହାଟି: ଆସାମ ରାଇଫଲ ପକ୍ଷରୁ ମଣିପୁରର ସିସିପୁରରେ ନାଗାଲାଣ୍ଡ ସୋସିଆଲିଷ୍ଟ କାଉସିଲ(ଏନଏସସିଏନ) କ୍ୟାମ୍ପ ଉପରେ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ଏନଏସସିଏନର 4 ଜଣ କ୍ୟାଡରଙ୍କ ମୃ୍ତ୍ୟୁ ହୋଇଛି । ଏହି ଘଟଣାରେ ଜଣେ ଆସାମ ରାଇଫଲର ଯବାନ ଆହତ ହୋଇଛନ୍ତି ।

ଗୁଳିବିନିମୟରେ ଆହତ ଯବାନଙ୍କୁ ସେନା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ତଲାସୀ ଅଭିଯାନ ଜାରି ରହିଛି ।

ABOUT THE AUTHOR

...view details