ଅହମ୍ମଦାବାଦ: ଆଶାରାମ ବାପୁ ଓ ପୁଅ ନାରାୟଣ ସାଇକୁ କମିଶନ ଦେଲେ କ୍ଲିନଚିଟ୍ । ଆଶାରାମଙ୍କ ଗୁରୁକୁଳରେ ଦୁଇ ଛାତ୍ରୀଙ୍କ ହତ୍ୟା ମାମଲାରେ ଅଭିଯୁକ୍ତ ଥିଲେ ବାପା ଓ ପୁଅ ।
ଛାତ୍ରୀ ହତ୍ୟା ମାମଲା, ଆଶାରାମଙ୍କୁ କ୍ଲିନଚିଟ୍ - କମିଶନ ଦେଲେ କ୍ଲିନଚିଟ୍
ବାପ-ପୁଅଙ୍କୁ କମିଶନ ଦେଲେ କ୍ଲିନଚିଟ୍ । ଛାତ୍ରୀ ହତ୍ଯା ମାମଲାରେ ଆଶାରାମ ବାପୁ ଓ ଲାରାୟଣ ସାଇଙ୍କୁ ଡ଼ି.କେ ତ୍ରିଭେଦୀ କମିଶନ କ୍ଲିନଚିଟ ଦୋଇଛନ୍ତି ।
ଫାଇଲ ଫଟୋ
2008 ମସିହାରେ ଘଟିଥିଲା ଏହି ନାରକୀୟ କାଣ୍ଡ । ମାମଲାର ତଦନ୍ତ ପାଇଁ ଗଠନ ହୋଇଥିଲା ଡ଼ି.କେ ତ୍ରିଭେଦୀ କମିଶନ । କିନ୍ତୁ ଶୁକ୍ରବାର ରିପୋର୍ଟରେ କମିଶନ ଆଶାରାମ ଓ ନାରାୟଣଙ୍କୁ କ୍ଲିନଚିଟ ଦେଇଛନ୍ତି ।