ନୂଆଦିଲ୍ଲୀ: ଧାରା 370 1(ସି) କୁ ଛାଡି ଅବଶିଷ୍ଟ ଅନୁଚ୍ଛେଦ ଓ 35(ଏ) ଧାରା ଉଚ୍ଛେଦ ପାଇଁ ଆଗତ ହୋଇଥିବା ପ୍ରସ୍ତାବ ରାଜ୍ୟସଭାରେ ଆଗତ ହୋଇଛି।
କାଶ୍ମୀରରୁ ଉଠିବ ଧାରା 370ର ଅନୁଚ୍ଛେଦ ଓ 35(ଏ)
370 ଓ 35(ଏ) ଧାରା ଉଚ୍ଛେଦ ପାଇଁ ଆଗତ ହୋଇଥିବା ପ୍ରସ୍ତାବ ରାଜ୍ୟସଭାରେ ଆଗତ ହୋଇଛି ।
ଫଟୋ ସୌଜନ୍ୟ: ଏଏନଆଇ
ଧାରା 370(1)କୁ ଛାଡି ଏଥିରେ ଥିବା ଅନ୍ୟ ଉପଧାରା ଗୁଡିକର ଉଚ୍ଛେଦ ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏକ ପ୍ରସ୍ତାବ ଆଗତ କରିଥିଲେ । ଯାହା ରାଜ୍ୟସଭାରେ ସମର୍ଥନ ହାସଲ କରିବାକୁ ଯାଉଛି।