ଓଡିଶା

odisha

ETV Bharat / bharat

ମଣିପୁରରେ 3.5 ତୀବ୍ରତାର ଭୂମିକମ୍ପ - ଭୂମିକମ୍ପ

ମଣିପୁରର ବିଷ୍ଣୁପୁରରେ ଭୂମିକମ୍ପର ଝଟକା । ଭୂମିକମ୍ପର ତୀବ୍ରତା 3.5 ରହିଥିବା ଜାତୀୟ ସେସମୋଲୋଜୀ ବିଭାଗ ପକ୍ଷରୁ ସୂଚନା । ଅଧିକ ପଢନ୍ତୁ...

An earthquake of 3.5 magnitude was recorded in Manipur's Bishnupur
ମଣିପୁରରେ 3.5 ତୀବ୍ରତାର ଭୂମିକମ୍ପ

By

Published : Oct 16, 2020, 7:51 AM IST

ଇମ୍ପାଲ:ମଣିପୁରର ବିଷ୍ଣୁପୁରରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା 3.5 ରହିଥିବା ଜାତୀୟ ସେସମୋଲୋଜୀ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଗୁରୁବାର ରାତି 9.05 ସମୟରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା । ତେବେ ଏହା ପ୍ରଭାବରେ କୌଣସି କ୍ଷୟକ୍ଷତି ହୋଇ ନ ଥିବା ବେଳେ କେହି ମୃତାହତ ହୋଇ ନ ଥିବା ଜଣାପଡିଛି । ଭୂକମ୍ପର ଗଭୀରତା 36 କିଲୋମିଟର ପର୍ଯ୍ୟନ୍ତ ରହିଥିଲା।

ABOUT THE AUTHOR

...view details