ଓଡିଶା

odisha

By

Published : Nov 9, 2020, 11:41 AM IST

ETV Bharat / bharat

ଚାଲାଣ ବେଳେ କନଷ୍ଟେବଳଙ୍କ ଉପରେ ଟ୍ରାକ୍ଟର ଚଢାଇଦେଲେ ବାଲି ମାଫିଆ

ବେଆଇନ ଭାବେ ଚୋରା ଚାଲାଣ ରୋକିବା ବେଳେ ତ୍ତରପ୍ରଦେଶର ଆଗ୍ରାରେ ଜଣେ ପୋଲିସ କନଷ୍ଟେବଳଙ୍କୁ ଟ୍ରାକ୍ଟର ଚଢାଇ ମାରିଦେଲେ ବାଲି ମାଫିଆ । ଖାକି ବର୍ଦ୍ଦିରେ ଚାଲିଗଲା ଜୀବନ । ଅଧିକ ପଢନ୍ତୁ...

Agra cop killed as sand mining mafia's tractor runs him over
ଚୋରା କାରବାର ରୋକିବା ବେଳେ କନଷ୍ଟେବଳଙ୍କୁ ଟ୍ରାକ୍ଟର ଚଢାଇ ମାରିଦେଲେ ବାଲି ମାଫିଆ

ଲକ୍ଷ୍ନୌ: ଚୋରା କାରବାର ରୋକିବା ବେଳେ ଖାକି ବର୍ଦ୍ଦିରେ ଚାଲିଗଲା ଜୀବନ । ବେଆଇନ ଭାବେ ଚୋରା ଚାଲାଣ କରୁଥିବା ସ୍ଥାନୀୟ ବାଲି ମାଫିଆାନେ ଟ୍ରାକ୍ଟର ଚଢାଇ ରବିବାର ଦିନ ଉତ୍ତରପ୍ରଦେଶର ଆଗ୍ରାରେ ଜଣେ ପୋଲିସ କନଷ୍ଟେବଳଙ୍କ ହତ୍ୟା କରିଥିବା ଅଧିକାରୀମାନେ କହିଛନ୍ତି। ଘଟଣାସ୍ଥଳରେ ପୋଲିସ ଏସପି ରୋହନ ପ୍ରସାଦ ତାଙ୍କ ଟିମ ସହ ପହଁଚି ତଦନ୍ତ ଆରମ୍ଭ କରିବା ସହ ମାଫିଆଙ୍କୁ ଧରିବାକୁ ପ୍ରୟାସ ଆରମ୍ଭ କରିଛି ।

ଚୋରା କାରବାର ରୋକିବା ବେଳେ କନଷ୍ଟେବଳଙ୍କୁ ଟ୍ରାକ୍ଟର ଚଢାଇ ମାରିଦେଲେ ବାଲି ମାଫିଆ

ସୂଚନାନୁସାରେ, ରବିବାର ସକାଳ ୫ଟାରେ ସେୟାନ୍ ଥାନା ପୋଲିସକୁ ବେଆଇନ ଭାବେ ବାଲି ଖନନ ହେଉଥିବା ନେଇ ଖବର ଆସିଥିଲା । ଏପରିକି ଚୋରା ବାଲି ଚାଲାଣ ହେଉଥିବା ବାବଦରେ ସୂଚନା ମିଳିଥିଲା । ସୂଚନା ମିଳିବା ପରେ ସବ ଇନ୍ସପେକ୍ଟର ଅମୃତ କୁମାର, କନଷ୍ଟେବଳ ସୋନୁ କୁମାର ଚୌଧରୀ, ମାଫିଆଙ୍କୁ ଧରିବା ପାଇଁ ଚଢାଉ କରିଥିଲେ । ଖେରାଗଡଠାରେ ୫ରୁ ୬ଟି ବାଲି ଟ୍ରାକ୍ଟରକୁ କନଷ୍ଟେବଳ ସୋନୁ ବାଡି ଦେଖାଇ ଅଟରକାଇବା ବେଳେ ତାଙ୍କ ଉପରେ ମାଫିଆମାନେ ଟ୍ରାକ୍ଟର ଚଢାଇ ଦେଇଥିଲେ । ଏହାସହ ମାଫିଆମାନେ ପୋଲିସ ଉପରେ ଗୁଳି ଚାଳନା କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ।

ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ଅନ୍ୟ ପୋଲିସ କର୍ମଚାରୀମାନେ ସୋନୁଙ୍କୁ ଟ୍ରାକ୍ଟର ତଳୁ ଉଦ୍ଧାର କରିଥିଲେ ମଧ୍ୟ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇ ସାରିଥିଲା । ତେବେ ଏହି ଘଟଣାର କିଛି ସମୟ ପୂର୍ବରୁ ସୁଟିଂ ହୋଇଥିବା ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ଭାଇରାଲ ଭିଡିଓ ସମ୍ପର୍କରେ ପୋଲିସ ଏପର୍ଯ୍ୟନ୍ତ କୌଣସି ସରକାରୀ ମନ୍ତବ୍ୟ ଦେଇନାହିଁ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Agra (Uttar Pradesh): A police constable died in Uttar Pradesh's Agra on Sunday after he was allegedly run over by a tractor-trolley engaged by a local mining mafia for transporting illegally-mined riverbed sand, officials said.

Constable Sonu Kumar Chaudhary, in his 20s, was chasing the sand-loaded tractor-trolley on his motorcycle and had tried to stop its illegal movement when he was killed early in the morning, a senior official said.

Superintendent of Police, Agra City, Botre Rohan Pramod said the pre-dawn incident took place in Saiyan police station area.

"The district police had formed various teams to check illegal mining in the region. Similarly, a team was formed in Saiyan police station area also which received a tip-off about movement of illegally-mined sand around 3 am," Pramod said.

"Five-six tractors were being driven from Saiyan to Kheragarh, when Sonu chased them. As he got down from his vehicle and tried to stop them, the tractor driver ran over the vehicle on Sonu with an intention to kill him," the officer said.

Read:BJP MLA son among 6 booked for beating farmer union head in UP

The constable died on the spot, he said, adding the body was later sent to SN Hospital for post mortem.

The officer said an investigation has been taken up in the matter and multiple police teams have been formed which are carrying out raids on various locations to arrest those involved in the killing.

Meanwhile, a video said to be shot moments before the incident, has gone viral on social media.

Read:Farmer shot dead by gunmen in Agra

In the video, several sand-laden tractors can be seen speeding away, followed by police vehicles. Two cops can also be seen running behind the tractors.

However, the police has not offered any official comment on the viral video so far.

(With inputs from agencies)

ABOUT THE AUTHOR

...view details