ଓଡିଶା

odisha

ETV Bharat / bharat

ମାନହାନି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ମିଳିଲା ବେଲ୍‌

ବିଜେପି ନେତା ବିଜେନ୍ଦର ଗୁପ୍ତା ଦାଖଲ କରିଥିବା ମାନହାନି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଓ ଉପମୁଖ୍ୟମନ୍ତ୍ରୀ ମନୀଷ ଶିସୋଦିଆଙ୍କୁ ବେଲ୍‌ । ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ 25ରେ ହେବ ।

By

Published : Jul 16, 2019, 11:08 AM IST

ଫାଇଲ ଫଟୋ

ନୂଆଦିଲ୍ଲୀ: ମାନହାନି ମାମଲାରେ ଦିଲ୍ଲୀର ଏକ ସ୍ବତନ୍ତ୍ର ଅଦାଲତ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଓ ଉପମୁଖ୍ୟମନ୍ତ୍ରୀ ମନୀଷ ଶିସୋଦିଆଙ୍କୁ ବେଲ୍‌ ପ୍ରଦାନ କରିଛନ୍ତି । ବେଲ୍‌ ନେଇ ଅରବିନ୍ଦ ଓ ଶିସୋଦିଆଙ୍କୁ 10 ହଜାର ଟଙ୍କା ଜରିମାନା ଦେବାକୁ କୋର୍ଟ କହିଛନ୍ତି ।

କେଜ୍ରିଓ୍ବାଲ ଓ ଶିସୋଦିଆଙ୍କ ବିରୋଧରେ ବିଜେପି ନେତା ବିଜେନ୍ଦର ଗୁପ୍ତା ମାନହାନି ଅଭିଯୋଗ ଆଣିଥିଲେ । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ 25ରେ ହେବ ।

ABOUT THE AUTHOR

...view details