ଓଡିଶା

odisha

ETV Bharat / bharat

ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟ ଦେଇ ଯୁବକ ଗିରଫ

ମୁଖ୍ୟମନ୍ତ୍ରୀ ନାମରେ ଅଶାଳୀନ ମନ୍ତବ୍ୟ ଦେଇ ଯୁବକ ଗିରଫ । ରାୟପୁର ପୋଲିସ କଲା ଗିରଫ । ରାସ୍ତା ନିର୍ମାଣକୁ ନେଇ ଦେଇଥିଲେ ଅଶାଳୀନ ମନ୍ତବ୍ୟ ।

ଫାଇଲ ଫଟୋ

By

Published : Jun 13, 2019, 9:55 AM IST

Updated : Jun 13, 2019, 10:07 AM IST

ନୂଆଦିଲ୍ଲୀ: ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ନାମରେ ଅଶାଳୀନ ମନ୍ତବ୍ୟ ଦେଇ ଯୁବକ ଗିରଫ । ଫେସବୁକରେ ମୁଖ୍ୟମନ୍ତ୍ରୀଙ୍କୁ ଦେଇଥିଲେ ଅଭଦ୍ର ମନ୍ତବ୍ୟ। ରାୟପୁର ପୋଲିସ ତଦନ୍ତ କରି ଲଲିତ ଯାଦବ ନାମକ ଯୁବକଙ୍କୁ ଗିରଫ କରିଛି ।

ରାୟପୁର ସହରର ଜୟସ୍ତମ୍ଭ ଏବଂ ଶାସ୍ତ୍ରୀ ଛକରେ ତିଆରି ହେଉଥିବା ରାସ୍ତାର ଅସ୍ତିତ୍ବକୁ ନେଇ ଫେସବୁକରେ ପୋଷ୍ଟ ହୋଇଥିଲା । ତେବେ ଏହି ପୋଷ୍ଟରେ ଲଲିତ ମୁଖ୍ୟମନ୍ତ୍ରୀଙ୍କ ନାମରେ ଅଶାଳୀନ ଟିପ୍ପଣୀ ଲେଖି ପୋଷ୍ଟ କରିଥିଲେ । ଫଳରେ ତାଙ୍କର କମେଣ୍ଟ ଧିରେ ଧିରେ ଭାଇରାଲ ହୋଇଥିଲା । ଆଉ ଶେଷରେ ପୋଲିସ ହାତରେ ଧରା ପଡିଥିଲେ ସେ ।

Last Updated : Jun 13, 2019, 10:07 AM IST

ABOUT THE AUTHOR

...view details