ଓଡିଶା

odisha

ETV Bharat / bharat

ଗାଁରେ ବୁଲୁଛି ଭାଲୁ

ଗ୍ରାମ ମଧ୍ୟକୁ ପଶି ଆସିଛି ଜଙ୍ଗଲୀ ଭାଲୁ । ଫଳରେ ଆତଙ୍କିତ ହୋଇପଡ଼ିଛନ୍ତି ଗ୍ରାମବାସୀ ।

By

Published : Jul 27, 2019, 1:23 AM IST

ଫଟୋ ସୌଜନ୍ୟ: ଏଏନ୍ଆଇ

ମୁମ୍ବାଇ: ଗାଁ ଭିତରକୁ ପଶି ଆସିଛି ଜଙ୍ଗଲୀ ଭାଲୁ । ଗ୍ରାମବାସୀଙ୍କ ମଧ୍ୟରେ ଖେଳିଯାଇଛି ଆତଙ୍କ । ଏପରି ଘଟଣା ଦେଖିବାକୁ ମିଳିଛି ମହାରାଷ୍ଟ୍ରର ବୁଲଢାଣା ଜିଲ୍ଲାରେ ।

ସକାଳୁ ଗିରାଦ ଗାଁ ରାସ୍ତାରେ ଭାଲୁ ବୁଲୁଥିବା ଦେଖି ଭୟଭୀତ ହୋଇଯାଇଥିଲେ ଲୋକେ । ପରେ ଘଉଡ଼ାଇବା ପାଇଁ ଆରମ୍ଭ କରିଥିଲେ ଯୋଜନା । ଦୀର୍ଘ ସମୟର ପ୍ରଚେଷ୍ଟା ଫଳରେ ଭାଲୁଟି ପାଖ ଜଙ୍ଗଲକୁ ଚାଲିଯାଇଥିଲା ।

ABOUT THE AUTHOR

...view details