କୋଲକତା: ଭାରତରେ କୋରୋନା ଭାଇରସ ସଂକ୍ରମିତ ଲୋକଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି । ଏହା ମଧ୍ୟରେ ଗୁରୁବାର ପଶ୍ଚିମବଙ୍ଗରେ ଆଉ ଜଣେ 66 ବର୍ଷୀୟ ବୃଦ୍ଧଙ୍କ ଠାରେ କୋରୋନା ଭୂତାଣୁ ଚିହ୍ନଟ ହୋଇଛି। ଏହାକୁ ମିଶାଇ ପଶ୍ଚିମବଙ୍ଗରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ 10ରେ ପହଞ୍ଚିଛି । ଏହାଛଡା ପଶ୍ଚିମବଙ୍ଗରେ ଜଣେ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି ।
ପଶ୍ଚିମବଙ୍ଗରେ ଆଉ ଏକ କୋରୋନା ଆକ୍ରାନ୍ତ ଚିହ୍ନଟ - coronavirus in india
ଗୁରୁବାର ପଶ୍ଚିମବଙ୍ଗରେ ଆଉ ଜଣେ 66 ବର୍ଷୀୟ ବୃଦ୍ଧଙ୍କ ଠାରେ କୋରୋନା ଭୂତାଣୁ ଚିହ୍ନଟ ହୋଇଛି। ଏହାକୁ ମିଶାଇ ପଶ୍ଚିମବଙ୍ଗରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ 10ରେ ପହଞ୍ଚିଛି ।
ପଶ୍ଚିମବଙ୍ଗରେ ଆଉ ଏକ କୋରୋନା ଆକ୍ରାନ୍ତ ଚିହ୍ନଟ
ପ୍ରକାଶ ଥାଉକି, ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ବାରା ପ୍ରକାଶିତ ତଥ୍ୟ ଅନୁଯାୟୀ ସାରା ଦେଶରେ 607 ଜଣ କୋରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି । ସେହିପରି ସମଗ୍ର ଦେଶରେ ବର୍ତ୍ତମାନ ସୁଦ୍ଧା କୋରୋନାର 11 ଜଣ ପ୍ରାଣ ହରାଇଛନ୍ତି ।