ଓଡିଶା

odisha

By

Published : Apr 5, 2020, 10:08 AM IST

ETV Bharat / bharat

ଗୁଜୁରାଟରେ କୋରୋନା ନେଲା 61 ବର୍ଷୀୟ ବୃଦ୍ଧାଙ୍କ ଜୀବନ

ଆଜି ଗୁଜୁରାଟରେ କୋରୋନା ଆକ୍ରାନ୍ତ ଜଣେ 61 ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ବେଳେ ସେ ସୁରଟର ବାସିନ୍ଦା। ଅଧିକ ଖବର ପଢନ୍ତୁ...

Coronavirus  positive
ଗୁଜୁରାଟରେ କୋରୋନା ନେଲା 61 ବର୍ଷୀୟ ବୃଦ୍ଧାଙ୍କ ଜୀବନ

ଗାନ୍ଧୀନଗର: କୋରୋନାର କାୟାରେ ସାରା ରାଜ୍ୟ । ଏହି ଭୂତାଣୁର ନାଁ ଶୁଣିଲେ ଲୋକଙ୍କ ମନରେ ଛନକା ପଶି ଯାଉଛି। ଗୁଜୁରାଟରେ କୋରୋନା ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ବଢିବାରେ ଲାଗିଛି । ଆଜି ଗୁଜୁରାଟରେ କୋରୋନା ଆକ୍ରାନ୍ତ ଜଣେ 61 ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ସୁରଟର ବାସିନ୍ଦା।

ଗୁଜୁରାଟରେ ଏବେ ସୁଦ୍ଧା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 100ରୁ ଉର୍ଦ୍ଧ୍ବ ଥିବା ବେଳେ 11 ଜଣଙ୍କ ସୁଦ୍ଧା ମୃତ୍ୟୁ ହୋଇଛି । ଏମାନଙ୍କ ମଧ୍ୟରୁ 14 ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ସୂଚନା ଥାଉକି ଦେଶରେ ଏବେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 3072 ଥିବା ବେଳେ ମୃତକଙ୍କ ସଂଖ୍ୟା 75ରେ ପହଞ୍ଚିଛି । ସେଥିମଧ୍ୟରୁ 200ରୁ ଅଧିକ ସୁସ୍ଥ ହୋଇ ଫେରିଛନ୍ତି।

ABOUT THE AUTHOR

...view details