ନୂଆଦିଲ୍ଲୀ: ବର୍ତ୍ତମାନ ପର୍ଯ୍ୟନ୍ତ ଭାରତରେ 1071 କୋରୋନା ପଜିଟିଭ ରହିଥିବା ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ସେହିପରି କୋରୋନାରେ 30 ଜଣଙ୍କ ମୃତ୍ୟୁ ହୋଇଥିବା ମନ୍ତ୍ରଣାଳୟ ଉଲ୍ଲେଖ କରିଛି ।ଏହା ସହ ଗତ 24 ଘଣ୍ଟା ମଧ୍ୟରେ 92ଟି ନୂଆ ପଜିଟିଭ ଚିହ୍ନଟ କରାଯାଇଥିବା ବେଳେ 4 ଜଣଙ୍କ ମୃତ୍ୟୁ ହୋଇଥିବା ରେକର୍ଡ କରାଯାଇଛି।ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଯୁଗ୍ମ ସଚିବ ଲବ ଅଗ୍ରୱାଲ ସୂଚନା ଦେଇଛନ୍ତି ।
ଭାରତରେ 1071 କୋରୋନା ପଜିଟିଭ; 24 ଘଣ୍ଟାରେ 92 ଆକ୍ରାନ୍ତ ଓ 4 ମୃତ୍ୟୁ
ବର୍ତ୍ତମାନ ପର୍ଯ୍ୟନ୍ତ ଭାରତରେ 1071 କୋରୋନା ପଜିଟିଭ ରହିଥିବା ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ଅଧିକ ପଢନ୍ତୁ...
ଭାରତରେ 1071 କୋରୋନା ପଜିଟିଭ, 24 ଘଣ୍ଟାରେ 92 ଆକ୍ରାନ୍ତ ଓ 4 ମୃତ୍ୟୁ
ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ସାମାଜିକ ସଂକ୍ରମଣ କାରଣରୁ ହେଉଥିବା ବେଳେ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । କୋରୋନା ସଂକ୍ରମଣ ରୋକିବାକୁ ସାରା ଭାରତକୁ ଲକ ଡାଉନ କରାଯାଇଛି ।
@ANI