ଓଡିଶା

odisha

ETV Bharat / bharat

କାନ୍ଥ ଭୁଶୁଡି 14 ମୃତ, ଉଦ୍ଧାର କାର୍ଯ୍ୟ ଜାରି

ପୁନେରେ କାନ୍ଥ ଭୁଶୁଡି 14 ମୃତ । ଘଟଣାଟି ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି । ମୃତକଙ୍କ ମଧ୍ୟରେ 2 ଜଣ ଶିଶୁ ରହିଥିବାବେଳେ ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବଢିବ ବୋଲି ଆଶା କରାଯାଉଛି ।

By

Published : Jun 29, 2019, 7:38 AM IST

Updated : Jul 1, 2019, 4:59 PM IST

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ପୁନେ: କାନ୍ଥ ଭୁଶୁଡି 14 ମୃତ । ଏଭଳି ଅଭାବନୀୟ ଘଟଣା ପୁନେର କୋନ୍ଧାଭ ଜିଲ୍ଲାରେ ଘଟିଛି । ଏହି ଘଟଣାଟି ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି । ତେବେ ମୃତକଙ୍କ ମଧ୍ୟରେ 2 ଜଣ ଶିଶୁ ରହିଥିବାବେଳେ ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବଢିବ ବୋଲି ଆଶା କରାଯାଉଛି ।

ଖବର ଅନୁଯାୟୀ, ଭୁଶୁଡିଥିବା ଘର ଠିକା କର୍ମଚାରୀଙ୍କ ବୋଲି ଜଣାପଡିଛି । ଏବେ ସୁଦ୍ଧା ଭୁଶୁଡି ପଡିଥିବା ଘର ମଧ୍ୟରେ ଅନେକ ଲୋକ ଫଶି ରହିଛନ୍ତି । ଘଟଣା ବିଷୟରେ ଖବର ପାଇଁ ଏନଡିଆରଏଫ ଟିମ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

Last Updated : Jul 1, 2019, 4:59 PM IST

For All Latest Updates

ABOUT THE AUTHOR

...view details