ଓଡିଶା

odisha

ETV Bharat / bharat

କୋରୋନା ରୋଗୀଙ୍କ ଆତ୍ମହତ୍ୟା - କୋରୋନା ରୋଗୀଙ୍କ ଆତ୍ମହତ୍ୟା

ମହାରାଷ୍ଟ୍ର ସେଭେନ ହିଲ୍ସ ମେଡିକାଲରେ ଜଣେ 60 ବର୍ଷୀୟ କୋରୋନା ଆକ୍ରାନ୍ତ ଆତ୍ମହତ୍ୟା କରିଛନ୍ତି ।

sucide
କୋରୋନା ରୋଗୀଙ୍କ ଆତ୍ମହତ୍ୟା

By

Published : May 10, 2020, 10:55 AM IST

ମୁମ୍ବାଇ: କୋରୋନା ରୋଗୀଙ୍କ ଆତ୍ମହତ୍ୟା । ମହାରାଷ୍ଟ୍ର ସେଭେନ ହିଲ୍ସ ମେଡିକାଲରେ ଜଣେ 60 ବର୍ଷୀୟ କୋରୋନା ଆକ୍ରାନ୍ତ ଆତ୍ମହତ୍ୟା କରିଛନ୍ତି ।

ପ୍ରକାଶ ଦେବଦିଗା ନାମକ 60 ବର୍ଷୀୟ କୋରୋନା ଆକ୍ରାନ୍ତ ସେଭେନ ହିଲ୍ସ ମେଡିକାଲରେ ଆତ୍ମହତ୍ୟା କରିଥିବା ଏମଆଇଡିସି ପୋଲିସ ଷ୍ଟେସନର ଅଧିକାରୀ ସୂଚନା ଦେଇଛନ୍ତି । ଏଥିସହ ତାଙ୍କ ପାଖରୁ କୌଣସି ସୁଇସାଇଡ ନୋଟ ମିଳିନଥିବା ବେଳେ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି । ଏପଟେ ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।

ପ୍ରକାଶ ଥାଉକି, ବର୍ତ୍ତମାନ ମହାରାଷ୍ଟ୍ରରେ କୋରୋନା ଆକ୍ରାନ୍ତଙ୍କ 20 ହଜାରକୁ ବୃଦ୍ଧି ପାଇଛି । କୋରୋନା କାରଣରୁ ମହାରାଷ୍ଟ୍ରରେ 779 ଜଣ ଲୋକଙ୍କର ମୃତ୍ୟୁ ଘଟିଥିବା ମହାରାଷ୍ଟ୍ର ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛନ୍ତି ।

ABOUT THE AUTHOR

...view details