ଓଡିଶା

odisha

ETV Bharat / bharat

ରାସ୍ତାକଡରେ ଶୋଇଥିବାବେଳେ ଚଢିଗଲା ଟ୍ରକ, 5 ମୃତ

ଆଗ୍ରା: ଉତ୍ତରପ୍ରଦେଶ ଆଗ୍ରା ଜିଲ୍ଲା ଏନଏଚ 9ରେ ସଡକ ଦୁର୍ଘଟଣା । ରାତିରେ ରାସ୍ତାକଡରେ ଶୋଇଥିବାବେଳେ ଚଢିଗଲା ଟ୍ରକ । ଘଟଣାସ୍ଥଳରେ 5 ଜଣଙ୍କ ମୃତ୍ୟୁ ଘଟିଥିବାବେଳେ 2 ଜଣ ଆହତ ହୋଇଥିବା ସୂଚନା । ସେପଟେ ଦୁର୍ଘଟଣା ପରେ ଟ୍ରକ ଡ୍ରାଇଭର ଓ ହେଲପରଙ୍କୁ ପୋଲିସ ହେପାଜତକୁ ନେଇଥିବା ଜଣାପଡିଛି ।

By

Published : Jul 8, 2020, 9:57 AM IST

ରାସ୍ତାକଡରେ ଶୋଇଥିବାବେଳେ ଚଢିଗଲା ଟ୍ରକ, 5 ମୃତ
ରାସ୍ତାକଡରେ ଶୋଇଥିବାବେଳେ ଚଢିଗଲା ଟ୍ରକ, 5 ମୃତ

ଆଗ୍ରା: ଉତ୍ତରପ୍ରଦେଶ ଆଗ୍ରା ଜିଲ୍ଲା ଏନଏଚ 9ରେ ସଡକ ଦୁର୍ଘଟଣା । ରାତିରେ ରାସ୍ତାକଡରେ ଶୋଇଥିବାବେଳେ ଚଢିଗଲା ଟ୍ରକ । ଘଟଣାସ୍ଥଳରେ 5 ଜଣଙ୍କ ମୃତ୍ୟୁ ଘଟିଥିବାବେଳେ 2 ଜଣ ଆହତ ହୋଇଥିବା ସୂଚନା ।

ସେପଟେ ଦୁର୍ଘଟଣା ପରେ ଟ୍ରକ ଡ୍ରାଇଭର ଓ ହେଲପରଙ୍କୁ ପୋଲିସ ହେପାଜତକୁ ନେଇଥିବା ଜଣାପଡିଛି ।

ABOUT THE AUTHOR

...view details