ଓଡିଶା

odisha

ETV Bharat / bharat

କୋରୋନା ମୁକାବିଲା: ଗରିବଙ୍କୁ ମିଳିବ ମାଗଣା ଚାଉଳ-ଡାଲି

ଗରିବଙ୍କୁ ମିଳିବ ମାଗଣା ଚାଉଳ - ଡାଲି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନରେ ଗରିବଙ୍କୁ ପ୍ରଦାନ କରାଯିବ 5 କିଲୋ ଚାଉଳ ଏକ କିଲୋ ଡାଲି । ଅଧିକ ପଢନ୍ତୁ...

By

Published : Mar 26, 2020, 5:52 PM IST

5 kg of rice & one kg of pulses will be given to every family free of cost
ଫାଇଲ ଫଟୋ

ନୂଆଦିଲ୍ଲୀ: କୋରୋନା ମୁକାବିଲା ନେଇ ସାରା ଦେଶ ବର୍ତ୍ତମାନଲକ ଡାଉନ ସ୍ଥିତିରେ। ଦେଶରୁ ଏହାକୁ ସଂପୂର୍ଣ୍ଣ ହଟାଇବାକୁ ପ୍ରଚେଷ୍ଟା କରୁଛନ୍ତି କେନ୍ଦ୍ର ସରକାର। ଏନେଇ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନରେ ଲୋକଙ୍କୁ 5 କିଲୋଗ୍ରାମ ଚାଉଳ, ଗହମ ମାଗଣାରେ ଦିଆଯିବ।

ଏହାସହ ପ୍ରତିପରିବାରକୁ ଏକ କିଲୋଗ୍ରାମ ମାଗଣା ଡାଲି ମଧ୍ୟ ଦିଆଯିବ । ଏହି ପଦକ୍ଷେପକୁ ପ୍ରଶଂସା କରିଛନ୍ତି ବିଜେପି ମୁଖ୍ୟ ଜେପି ନଡ୍ଡା । ଏଭଳି ସଙ୍କଟରେ ଗରିବଙ୍କୁ ସରକାର ଦେଇଥିବା ପ୍ରତିଶୃତିକୁ ପୂର୍ଣ୍ଣ କରିଛନ୍ତି ବୋଲି କହିଛନ୍ତି ନଡ୍ଡା ।

@ANI

ABOUT THE AUTHOR

...view details