ଓଡିଶା

odisha

ETV Bharat / bharat

ଇସ୍ରାଏଲରେ ମାଡ ହେଲା 5 ଗାଜା ରକେଟ

ଇସ୍ରାଏଲରେ ଖସିଲା 5 ଗାଜା ରକେଟ। ଏହି ରକେଟ ଉତକ୍ଷେପଣ ଦ୍ବାରା କୌଣସି ଧନ ଜୀବନ କ୍ଷତି ହୋଇନଥିବା ଖବର ମିଳିଛି ।

By

Published : Mar 31, 2019, 11:33 AM IST

ଫାଇଲ ଫଟୋ

ଇସଖୋଲ: ଇତ୍ସାଏଲରେ ଖସିଲା ଗାଜାରୁ ପଠାଯାଇଥିବା 5ଟି ରକେଟ। ରବିବାର ସେନା ପକ୍ଷରୁ ସ୍ଥାନୀୟ ଗଣମାଧ୍ୟମ ଆଗରେ ଏ ବିଷୟରେ ସୂଚନା ମିଳିଛି। ତେବେ ଏହି ରକେଟ ଉତକ୍ଷେପଣ ଦ୍ବାରା କୌଣସି ଧନଜୀବନ କ୍ଷତି ହୋଇନଥିବା ଖବର ମିଳିଛି ।

ଗାଜାରୁ 5 ଟି ରକେଟ ଇସ୍ରାଏଲକୁ ଟାର୍ଗେଟ କରାଯାଇଥିଲା। ଏହି ରକେଟ ଗୁଡିକ ଦକ୍ଷିଣ ଇସାଖୋଲ ଅଞ୍ଚଳରେ ରବିବାର 12 ଟା 40 ରେ ଖସିଥିବା ସେନା ମୁଖ୍ୟ କହିଛନ୍ତି। ତେବେ କିଛି ଦିନର ନୀରବତା ପରେ ପୁଣି ଇସ୍ରାଏଲ ଓ ଗାଜା ସୀମାରେ ଏପରି ଅଶାନ୍ତ ବାତ୍ତାବରଣ ବୃଦ୍ଧି ପାଇଛି ।

ଏହାପୂର୍ବରୁ ଇସ୍ରାଏଲ ବାୟୁସେନା ହାମସ ରକେଟ ଦ୍ବାରା ଗାଜାକୁ ଟାର୍ଗେଟ କରିଥିଲେ । ଏହି ରକେଟ ପ୍ରେରଣକୁ ଗାଜା ବିରୋଦ୍ଧ କରିବା ସହ ଇସ୍ରାଏଲ ଏହାକୁ ଖଣ୍ଡନ କରିବା ସହ ଦୁର୍ଘଟଣାବଶତଃ ଖସିପଡିଥିବା ସଫେଇ ଦେଇଛି । ତେଣୁ ଉଭୟଙ୍କ ମଧ୍ୟରେ ଆପୋଷବୁଝାମଣା ହୋଇନପାରିବାରୁ ଉଭୟ ଦେଶ ମଧ୍ୟରେ ଅନେକ ସମୟରେ ଆକ୍ରମଣାତ୍ମକ ପରିସ୍ଥିତି ଉପୁଜୁଛି ।

ସୂଚନା ଅନୁସାରେ, କିଛିଦିନ ତଳେ ଇସ୍ରାଏଲ ରାଷ୍ଟ୍ରପତି ବେଞ୍ଜାମିନ ନେତନ୍ୟାହୁସଂଯୁକ୍ତରାଷ୍ଟ୍ର ସିରିଆ ଓ ଇରାନ ଗସ୍ତ ସାରି ଫେରିଛନ୍ତି ।

ABOUT THE AUTHOR

...view details