ଓଡିଶା

odisha

ETV Bharat / bharat

ମହିଳାଙ୍କୁ କୋରୋନା ଭାଇରସ କହି ଛେପ ପକାଇଲେ ଯୁବକ, ବାନ୍ଧିଲା ପୋଲିସ

ମହିଳାଙ୍କୁ କୋରୋନା ଭାଇରସ କହିବା ପଡିଲା ମହଙ୍ଗା । ଥାନାରେ ମାମଲା , ଜଣେ ଗିରଫ । ଅଧିକ ପଢନ୍ତୁ....

By

Published : Mar 25, 2020, 9:36 PM IST

40-year-old man  apprehended today for allegedly spitting paan at a woman & calling her coronavirus
ମହିଳାଙ୍କୁ କୋରୋନା ଭାଇରସ କହିବା ପଡିଲା ମହଙ୍ଗା

ନୂଆଦିଲ୍ଲୀ: ନୂଆଦିଲ୍ଲୀର ବିଜୟ ନଗର ଅଞ୍ଚଳରେ ଅଭାବନୀୟ ଘଟଣା । ମହିଳାଙ୍କୁ କୋରୋନା ଭାଇରସ କହିବା ପଡିଲା ମହଙ୍ଗା । ପୋଲିସ ଏହି ମାମଲାରେ ଜଣଙ୍କୁ ଗିରଫ କରିବା ସହ ଏକ ସ୍କୁଟି ମଧ୍ୟ ଜବତ କରିଛି । ସୂଚନା ଅନୁସାରେ, ଜଣେ 40 ବର୍ଷିୟ ବ୍ୟକ୍ତି ଗୌରବ ବୋହରା ଜଣେ ମହିଳାଙ୍କୁ କୋରାନା ଭାଇରସ କହିବା ସହ ଛେପ ପକାଇ ଥିଲେ ।

ଏହି ମାମଲାରେ ପୋଲିସ ତାଙ୍କୁ ଗିରଫ କରିଥିବା ସୂଚନା ଦେଇଛନ୍ତି ପୋଲିସ ଡେପୁଟି କମିଶନର ବିଜୟନ୍ତ ଆର୍ଯ୍ୟ ।

ସୌଜନ୍ୟ @ ANI

For All Latest Updates

TAGGED:

delhi news

ABOUT THE AUTHOR

...view details