ଓଡିଶା

odisha

ETV Bharat / bharat

ମହାରାଷ୍ଟ୍ର ସତରାରେ ଭୂମିକମ୍ପ ଅନୁଭୂତ - satara

ମହାରାଷ୍ଟ୍ର ସତରା ଜିଲ୍ଲାରେ ଭୂମିକମ୍ପ । ଗୁରୁବାର ସକାଳୁ ଏହି ଭୂମିକମ୍ପ ଅନୂଭୂତ ହୋଇଛି ।

ପ୍ରତିକାତ୍ମକ ଫଟୋ

By

Published : Jun 20, 2019, 9:58 AM IST

Updated : Jun 20, 2019, 10:18 AM IST

ମୁମ୍ବାଇ: ମହାରାଷ୍ଟ୍ର ସତରା ଜିଲ୍ଲାରେ ଭୂମିକମ୍ପ । ଗୁରୁବାର ସକାଳୁ ଏହି ଭୂମିକମ୍ପ ଅନୂଭୂତ ହୋଇଥିବା ସୂଚନା ମିଳିଛି । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା 4.8 ରହିଛି ।

ଭୂମିକମ୍ପଟି 10 କିଲୋମିଟର ଗଭୀର ଥିଲା । ସକାଳ 7.47ରେ ହୋଇଥିଲା ଭୂମିକମ୍ପ । ବର୍ତ୍ତମାନ ସୁଦ୍ଧା ଏଥିରେ କେହି ମୃତାହତ ହୋଇଥିବା ସୂଚନା ମିଳିନାହିଁ ।

Last Updated : Jun 20, 2019, 10:18 AM IST

For All Latest Updates

ABOUT THE AUTHOR

...view details