ଓଡିଶା

odisha

ETV Bharat / bharat

ଭାରତୀୟ ସେନାରେ 382 ଆର୍ମି ଅଫିସର

ଭାରତୀୟ ସେନାରେ ସାମିଲ ହେଲେ 382 ଆର୍ମି ଅଫିସର । ଏ ସମସ୍ତ ଆର୍ମି ଅଫିସର ଶନିବାର ସେନାରେ ଭର୍ତ୍ତି ହୋଇଛନ୍ତି । ତେବେ ଭାରତୀୟ ମିଲିଟାରୀ ଏକାଡେମୀ ଦ୍ବାରା ଡେରାଡୁନରେ ଆୟୋଜିତ ପରେଡରେ ଉତ୍ତୀର୍ଣ୍ଣ ହେବା ପରେ ଏମାନେ ସେନାରେ ଭର୍ତ୍ତି ହୋଇଛନ୍ତି ।

By

Published : Jun 8, 2019, 10:02 AM IST

ଫାଇଲ ଫଟୋ

ଡେରାଡୁନ: ଭାରତୀୟ ସେନାରେ ସାମିଲ ହେଲେ 382 ଆର୍ମି ଅଫିସର । ଏସମସ୍ତ ଅଫିସର ଶନିବାର ସେନାରେ ଭର୍ତ୍ତି ହୋଇଛନ୍ତି । ତେବେ ଭାରତୀୟ ମିଲିଟାରୀ ଏକାଡେମୀ ଦ୍ବାରା ଡେରାଡୁନରେ ଆୟୋଜିତ ପରେଡରେ ଉତ୍ତୀର୍ଣ୍ଣ ହେବା ପରେ ଏମାନେ ସେନାରେ ଭର୍ତ୍ତି ହୋଇଛନ୍ତି ।

ଏହି ପରେଡ କାର୍ଯ୍ୟକ୍ରମରେ ଲେଫ୍ଟନାଣ୍ଟ ଜେନେରାଲ ଚେରିସ ମାଥସନ, ଜେନେରାଲ ଅଫିସର କମାଣ୍ଡିଙ୍ଗ ଇନ ଚିଫ୍, ଉତ୍ତର ପଶ୍ଚିମ ଆର୍ମି କମାଣ୍ଡ ଉପସ୍ଥିତି ରହି ଉତ୍ତୀର୍ଣ୍ଣ ଆର୍ମି ଅଫିସରଙ୍କ ଅଭିବାଦନ ଗ୍ରହଣ କରିଥିଲେ ।

ସୂଚନା ଅନୁସାରେ, ଏହି ପରେଡ କାର୍ଯ୍ୟକ୍ରମରେ ସର୍ବମୋଟ 459 ଜଣ ଅଫିସର ଓ ପଡୋଶୀ ରାଷ୍ଟ୍ରର 77 ଫରେନ କ୍ୟାଡେଟ ଅଶଂଗ୍ରହଣ କରିଥିଲେ । ଆଇଏମଏ 61,536 ଅଫିସରଙ୍କୁ ଚାକିରିରେ ସୁଯୋଗ ଦେଇ ରେର୍କଡ ସୃଷ୍ଟି କରିଛି ।

ABOUT THE AUTHOR

...view details